କେନ୍ଦ୍ର ସରକାରୀ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସୁବର୍ଣ୍ଣ ସୁଯୋଗ, ନୀତି ଆୟୋଗରେ ଖାଲି ପଡ଼ିଛି ଅନେକ ପଦବୀ; ଏବେ…
କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି ଖୋଜୁଥିବା ଯୁବ ପିଢ଼ିଙ୍କ ପାଇଁ ଖୁସି ଖବର। ନୀତି ଆୟୋଗରେ ଖାଲି ପଡ଼ିଛି ଅନେକ ବଡ଼ ପଦ ପଦବୀ। ଏଥିପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି ନୀତି ଆୟୋଗ। ନୀତି ଆୟୋଗରେ ସିନିୟର କନ୍ସଲଟାଣ୍ଟ ଠାରୁ ଆରମ୍ଭ…