NITI ଆୟୋଗରେ ଚାକିରି ସୁଯୋଗ, ମାସକୁ ଦରମା ୧,୫୦,୦୦୦ ଟଙ୍କା
ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ନିତି ଆୟୋଗରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ନୋଟିଫିକେସନ ଅନୁଯାୟୀ ଏଠାରେ ୨୮ଟି ପଦବୀରେ ଭର୍ତ୍ତି କରାଯିବ। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍ www.niti.gov.in କୁ ଯାଇ…