ଆସନ୍ତା ୧୫ରେ ନୀତି ଆୟୋଗ ବୈଠକ: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଉପରାଜ୍ୟପାଳ ହେବେ ସାମିଲ୍
କେନ୍ୟୁଜ୍: ଦ୍ୱିତୀୟ ଥର କେନ୍ଦ୍ରରେ ସରକାର ଗଠନ ହେବା ପରେ ପ୍ରଥମ ନୀତି ଆୟୋଗ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୫ ତାରିଖରେ ହେବ ନୀତି ଆୟୋଗ ବୈଠକ । ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ଡକାଯାଇଛି । କେନ୍ଦ୍ରମନ୍ତ୍ରୀ ଓ…