ନୀତି ଆୟୋଗ ଲଞ୍ଚ କଲା କ୍ଲାଉଡ଼ ସର୍ଭିସ Digi Boxx , ଫ୍ରିରେ ମିଳିବ 20GB ପର୍ଯ୍ୟନ୍ତର ଷ୍ଟୋରେଜ ସୁବିଧା
ନୀତି ଆୟୋଗ ତରଫରୁ Digi Boxx ନାମକ ଏକ କ୍ଲାଉଡ଼ ସର୍ଭିସ ସୁବିଧା ଆରମ୍ଭ କରାଯାଇଛି । ଏହି Digi Boxx ଚଳିତ ବର୍ଷ ଅଗଷ୍ଟ ମାସରେ ଲଞ୍ଚ କରାଯିବା ନେଇ ସ୍ଥିର ହୋଇଥିବା ବେଳେ କୌଣସି କାରଣରୁ ହୋଇ ପାରିନଥିଲା । Digi Boxxର ମୂଲ୍ୟ କିଛିଟା ଶସ୍ତା ରଖାଯାଇଥିବା ନେଇ ଜଣାଯାଇଛି । ଆଉ ସବୁଠୁ…