Browsing Tag

niti ayoga

ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକ, ଅନୁପସ୍ଥିତ ରହିଲେ ୧୧ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ବିକଶିତ ହୋଇ ପାରିବ ସେନେଇ ନୀତି ଆୟୋଗ ବୈଠକରେ ଆଲୋଚନା ହୋଇଛି । ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଏହା ଅଷ୍ଟମ ବୈଠକ ଥିଲା । ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ଗତି…

କାଲି ନୀତି ଆୟୋଗ ବୈଠକ: ବୃତ୍ତିଗତ କର ଆଦାୟ ପାଇଁ କ୍ଷମତା ପୌର ସଂସ୍ଥାକୁ ହସ୍ତାନ୍ତର ହୋଇପାରେ

କେନ୍ୟୁଜ୍(ବ୍ୟୁରୋ):  ଏଣିକି ବୃତ୍ତିଗତ କର ରାଜ୍ୟ ସରକାର ଆଦାୟ ନ କରି ପୌର ସଂସ୍ଥାଗୁଡ଼ିକୁ କ୍ଷମତା ହସ୍ତାନ୍ତର ହୋଇପାରେ। ଅର୍ବାନ ଲୋକାଲ ବଡ଼ିକୁ ଅଧିକ ଆର୍ଥିକ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା…

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନୀତି ଆୟୋଗର ପ୍ରଶଂସା, ପାରଦର୍ଶିତା ରିପୋର୍ଟରେ ପାଇଲା ସ୍ଥାନ

ପାରଳାଖେମୁଣ୍ଡି (କେନ୍ୟୁଜ୍‌): ନୀତି ଆୟୋଗର ଜିଲ୍ଲା ଚିକିତ୍ସା କେନ୍ଦ୍ରର ପାରଦର୍ଶିତା ରିପୋର୍ଟରେ ଓଡ଼ିଶାର ତିନୋଟି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ରହିଥିବା ବେଳେ ଗଜପତି ଜିଲ୍ଲା ଚିକିତ୍ସା କେନ୍ଦ୍ର ମଧ୍ୟ ଏଥିରେ ସ୍ଥାନ ପାଇଛି। ରିପୋର୍ଟରେ ନୀତି ଆୟୋଗ ଓଡ଼ିଶାକୁ ବେସ ଅକୁପେନ୍ସିରେ…

ନୀତି ଆୟୋଗର ଜିଲ୍ଲା ହସ୍ପିଟାଲର ପାରଦର୍ଶିତା ସମ୍ପର୍କିତ ରିପୋର୍ଟ:ଦ୍ୱାଦଶ ସ୍ଥାନରେ ଅଛି ଓଡ଼ିଶା

କେନ୍ୟୁଜ୍(ବ୍ୟୁରୋ):  ଆସିଲା ନୀତି ଆୟୋଗର ଜିଲ୍ଲା ହସ୍ପିଟାଲର ପାରଦର୍ଶିତା ସମ୍ପର୍କିତ ରିପୋର୍ଟ । ଯେଉଁଥିରେ ସରକାରୀ ଜିଲ୍ଲା ହସ୍ପିଟାଲ୍‌ ବେଡରେ କେତେ ରୋଗୀ ଚିକିତ୍ସିତ ହେଉଛନ୍ତି ଉଲ୍ଲେଖ ରହିଛି । ତାଲିକାରେ ଆଗରେ ଅଛି ଚଣ୍ଡୀଗଡ଼ ।ସେଠାରେ ୯୦ ପ୍ରତିଶତ ବେଡ୍‌ ଭର୍ତ୍ତି ଅଛି । ଓଡ଼ିଶାର…

ଆଜି ବସୁଛି ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ ବୈଠକ, ଭାଗନେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ବସୁଛି ନୀତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଭାଗନେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏଥର ଭିଡିଓ କନଫରେନ୍‌ସିଂ ଜରିଆରେ ବୈଠକ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବୈଠକରେ ଯୋଗଦେବେ ।…

ରାଜ୍ୟ ସରକାରଙ୍କ 5Tକୁ ନୀତି ଆୟୋଗଙ୍କ ପ୍ରଶଂସା, 5T କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ଆସିଛି ପରିବର୍ତ୍ତନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରଙ୍କ 5Tକୁ ନୀତି ଆୟୋଗଙ୍କ ପ୍ରଶଂସା। ପ୍ରଶାସନରେ ସ୍ୱଚ୍ଛତା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଟ୍ରାନ୍‌ସଫର୍ମେସନ, ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନ୍‌ସପରେନ୍‌ସି ଓ ଟାଇମଲାଇନକୁ ଦେଶର ସର୍ବୋଚ୍ଚ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ନୀତି ଆୟୋଗ ପ୍ରଶଂସା…

ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଛି ୨୦୧୯ର ଇନୋଭେସନ୍‌ ଇଣ୍ଡେକ୍ସ, ଓଡ଼ିଶା ରହିଛି ୧୨ନମ୍ବର ସ୍ଥାନରେ

ଭୁବନେଶ୍ବର(କେନ୍ୟୁଜ୍):  ପ୍ରକାଶ ପାଇଛି ୨୦୧୯ର ଇନୋଭେସନ୍‌ ଇଣ୍ଡେକ୍ସ। ନୀତି ଆୟୋଗ ପକ୍ଷରୁ ଜାରି ଏହି ଇଣ୍ଡେକ୍ସରେ ଓଡ଼ିଶା ୧୨ନମ୍ବର ସ୍ଥାନରେ ରହିଛି । ତାଲିକାର ସବା ଆଗରେ କର୍ଣ୍ଣାଟକ। ସେହିପରି ଦୁଇ ନମ୍ବର ସ୍ଥାନରେ ତାମିଲନାଡ଼ୁ, ତିନି ନମ୍ବରରେ ରହିଛି ମହରାଷ୍ଟ୍ର । ଏହା ପଛକୁ ଅଛନ୍ତି…

ନୀତି ଆୟୋଗର ଶିକ୍ଷା ଇଣ୍ଡେକ୍ସର ୭ମ ତାଲିକାରେ ଓଡ଼ିଶା, ପ୍ରଚେଷ୍ଠା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଭୁବନେଶ୍ବର(କେନ୍ୟୁଜ୍): ନୀତି ଆୟୋଗର ଶିକ୍ଷା ଇଣ୍ଡେକ୍ସର ୭ମ ତାଲିକାରେ ରହିବା ପରେ ପ୍ରଚେଷ୍ଠା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରେଷ୍ଠ ୩ଟି ସ୍ଥାନରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ସଫଳତା ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ…