Odisha News
.
Browsing Tag

nitin gadkari

ଟ୍ରାଫିକ ଫାଇନ୍‌ ଆଦାୟକୁ ନେଇ ବଢୁଛି ଅସନ୍ତୋଷ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ଗଡ଼କରି

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେଲା। ଆଦାୟ ହେଲା ଦଶଗୁଣା ଫାଇନ୍‌। ଏହାପରେ ତେଜିଲା ଅସନ୍ତୋଷ। ସଂଶୋଧିତ ଆଇନକୁ କିଛି ରାଜ୍ୟ ସରକାର ବିରୋଧ କରିବା ପରେ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ ମୋଡରେ କେନ୍ଦ୍ର ସରକାର। ସୂଚନା ମିଳିଛି, ଅସନ୍ତୋଷ ପ୍ରକାଶ କରିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା…

ନୂଆ ଆଇନରେ ଥିବା ଫାଇନ୍‌କୁ ରାଜ୍ୟ ସରକାର ଚାହିଁଲେ ହ୍ରାସ କରିପାରିବେ : ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ

ସଂଶୋଧିତ ମୋଟର ଯାନ ଆଇନରେ ଅତ୍ୟଧିକ ଜରିମାନା ଆଦାୟ ପ୍ରସଙ୍ଗରେ ରାଜ୍ୟ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରି। ସେ କହିଛନ୍ତି, ନୂଆ ଆଇନରେ ଥିବା ଫାଇନ୍‌କୁ ଚାହିଁଲେ ରାଜ୍ୟ ସରକାର ହ୍ରାସ କରିପାରିବେ। ଗୁଜରାଟ, ମହାରାଷ୍ଟ୍ର, ବିହାର ଏହି ଆଇନ ଲାଗୁ…

ନୂଆ ମୋଟର ଯାନ ନିୟମ ସପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ରାୟ, କହିଲେ ଲୋକଙ୍କ ସୁରକ୍ଷା ପାଇଁ କଡ଼ା ଜରିମାନା ଲଗା ଯାଉଛି

ନୂଆଦିଲ୍ଲୀ(କେନ୍ୟୁଜ୍): ନୂଆ ମୋଟର ଯାନ ନିୟମ ଉଲ୍ଲଂଘନ ପାଇଁ ଚଢ଼ା ଫାଇନ ଆଦାୟ ସପକ୍ଷରେ ଯୁକ୍ତି ବାଢିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ । ସେ କହିଛନ୍ତି ଦ୍ରୁତ ଗାଡ଼ ଚାଳନା ପାଇଁ ମଧ୍ୟ ତାଙ୍କୁ ଫାଇନ୍‌ ଗଣିବାକୁ ପଡ଼ିଛି । ସୋମବାର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶହେ…

ଲୋକ ଥରେ ନିୟମ ମାନିବା ଆରମ୍ଭ କଲେ ଆଉ ଜରିମାନା କରିବା ଆବଶ୍ୟକ ପଡ଼ିବ ନାହିଁ: ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

କଡ଼ା ଟ୍ରାଫିକ୍‌ ନିୟମ ଆରୋହୀଙ୍କୁ ନୟାନ୍ତ କଲାଣି। ଜରିମାନା ପରିମାଣକୁ ନେଇ ମଧ୍ୟ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ତେବେ ଜରିମାନା ଆଦାୟ ଉଦ୍ଦେଶ୍ୟରେ ମୋଟର ଭେହିକିଲ ଆଇନ୍‌ରେ ସଂଶୋଧନ କରାଯାଇ ନାହିଁ। ଲୋକେ ଆଇନ ଉଲଂଘନ ନକରନ୍ତୁ, ଏଥିପାଇଁ ଆଇନ୍‌ରେ ସଂଶୋଧନ କରାଯାଇଛି ବୋଲି କହିଛନ୍ତି…

ବ୍ୟାନ ହେବନି ପେଟ୍ରୋଲ ଓ ଡିଜେଲ କାର, ସରକାରଙ୍କର ସେଭଳି କୌଣସି ପ୍ରସ୍ତାବ ନାହିଁ : ନୀତିନ ଗଡ଼କରୀ

ବ୍ୟାନ ହେବନି ପେଟ୍ରୋଲ ଓ ଡିଜେଲ କାର। ସରକାରଙ୍କର ସେଭଳି କୌଣସି ପ୍ରସ୍ତାବ ନାହିଁ ବୋଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଦେଶର ରପ୍ତାନୀ ଏବଂ ନିଯୁକ୍ତି କ୍ଷେତ୍ରରେ ଅଟୋ ମୋବାଇଲ ଶିଳ୍ପର ଅବଦାନ କେତେ ସେ ସଂପର୍କରେ ସରକାର ସଚେତନ ଅଛନ୍ତି। ୪…

ଗଡକରୀଙ୍କ ‘ବିଜୁ ତତ୍ତ୍ବ’, କହିଲେ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଧୁଲାଇ କର

ପ୍ରିୟାପ୍ରୀତ ତୋଷଣ ଏବଂ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଧୁଲାଇ କର। ମହାରାଷ୍ଟ୍ର ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏଭଳି ବିବାଦୀୟ ବୟାନ ଦେଇଛନ୍ତି। ପ୍ରିୟାପ୍ରିତିରେ ଲିପ୍ତ ଏବଂ ଦୁର୍ନୀତି କରୁଥିବା ସରକାରୀଙ୍କ ଅଧିକାରୀଙ୍କୁ ଭଲରେ…

ଗାଡି ଚାଳକ ସାବଧାନ୍, ଏଣିକି ମଦ ପିଇ ଗାଡି ଚଲାଇଲେ ଦେବେ ୧୦ହଜାର ଟଙ୍କା ଜରିମାନା

ଗାଡି ଚାଳକ ସାବଧାନ୍ । ଏଣିକି ମହଙ୍ଗା ପଡିବ ମଦ ପିଇ ଗାଡି ଚଲାଇବା । କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଆଣିଛନ୍ତି ନୂଆ ବିଲ୍ । ଯେଉଁଥିରେ ସଡକ ଯାତାୟତ ନିୟମକୁ କରାଯାଇଛି ଶକ୍ତ । ମଦ ପିଇ ଗାଡି ଚଲାଉଥିବାର ଧରାପଡିଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଜରିମାନା ।…

ପାରାଦୀପ : ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ନୀତିନ ଗଡ଼କରି

ପାରାଦୀପ : ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। ପାରାଦୀପ ତୈଳ ବିଶୋଧନାଗାରଠାରେ ପଲିପ୍ରପ୍‌ଲିନ୍‌ କାରଖାନାର ଉଦ୍‌ଘାଟନ ସହ ମନୋଇଥାଇଲିନ୍‌ ଗ୍ଲାଇକୋଲ କାରଖାନା ଓ ଏଲ୍‌ପିଜି ଆମଦାନୀ ଟର୍ମିନାଲ ପାଇଁ…

ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି

ଭୁବନେଶ୍ବର (କେନ୍ୟୁଜ୍) : ଦୁଇ ସପ୍ତାହ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତ। ରାହୁଲଙ୍କ ଫୋକସରେ ଆଜି ରହିଛି ପଶ୍ଚିମ ଓଡ଼ିଶା। ଗୋଟିଏ ଦିନରେ ଭବାନୀପାଟଣା ଓ ରାଉରକେଲାରେ ଦୁଇ ଦୁଇଟି ବିଶାଳ ସମାବେଶରେ ସମ୍ବୋଧନ କରିବେ। ଦଳର ମୁଖିଆଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ…

୫୫ ଟଙ୍କାରେ ପେଟ୍ରୋଲ୍ ଏବଂ ୫୦ ଟଙ୍କାରେ ମିଳିବ ଡିଜେଲ୍ !

ଦେଶରେ ବସୁଛି ଇଥେନଲ୍ ଫ୍ଯାକ୍ଟ୍ରି । ଯାହା ଫଳରେ ପେଟ୍ରୋଲ୍ ଦର ୫୫ ଟଙ୍କା ଏବଂ ଡିଜେଲ୍ ଦର ହୋଇଯିବ ୫୦ ଟଙ୍କା । ଏକଥା କହିଛନ୍ତି କେନ୍ଦ୍ରୀୟ ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ । ନୀତିନ୍ କହିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରାଳୟ ଦେଶରେ ୫ଟି ପ୍ଲାଂଟ୍ ବନାଉଛି । କାଠର ସାମଗ୍ରୀ ଏବଂ…

ନୀତିନଙ୍କୁ ନବୀନଙ୍କ ଚିଠି : ଇସ୍କନ ମନ୍ଦିର ସାମ୍ନାରେ ବନ୍ୟା ଭଳି ସ୍ଥିତି ପ୍ରସଙ୍ଗରେ ଲୋଡିଲେ ହସ୍ତକ୍ଷେପ

ଭୁବନେଶ୍ୱର : ଇସ୍କନ ମନ୍ଦିର ସାମ୍ନାରେ ବନ୍ୟା ଭଳି ସ୍ଥିତି ପ୍ରସଙ୍ଗରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ତୁରନ୍ତ ସାଇଡ୍‌ ଡ୍ରେନ ଓ ସର୍ଭିସ ଲେନ୍‌ କରିବାକୁ ଦାବି କରିଛନ୍ତି ନବୀନ ପଟ୍ଟନାୟକ । କହିଛନ୍ତି ସାମାନ୍ୟ ବର୍ଷା ହେଲେ NH-୧୬ରେ ଇସ୍କନ…