Browsing Tag

nitin gadkari

Highway ରୁ ହଟିଯିବ Toll Tax

ଟୋଲ ପ୍ଲାଜାକୁ ନେଇ ଆସିଲା ଆଉ ଏକ ବଡ଼ ଖବର। ଯଦି ଆପଣ ଗାଡ଼ି ଚଲାଉଛନ୍ତି ଆଉ ପ୍ରତିଦିନ ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ନିହାତି ଭାବେ ଏହି ଖବର ଆପଣଙ୍କ କାମରେ ଆସିବ। ଏମିତିରେ ହାଇେଓ୍ଵରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଏହି ଖବର ଜରୁରୀ ହେବ। ଆଜିକାଲି ଟୋଲ ଟାକ୍ସ…

ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡି, ସୂଚନା ଦେଲେ ନୀତିନ ଗଡ଼କରୀ

ଚଳିତବର୍ଷ ଏପ୍ରିଲରୁ ହଟିବ ୯ଲକ୍ଷ ପୁରୁଣା ସରକାରୀ ଗାଡ଼ି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ, ପରିବହନ ନିଗମ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଖରେ ଥିବା ୧୫ ବର୍ଷରୁ…

ଟ୍ରକ ଚାଳକଙ୍କ ପାଇଁ ଆସିବ ନୂଆ ଆଇନ, କାମ କରିବାର ସମୟ ହେବ ଧାର୍ଯ୍ୟ : ନୀତିନ ଗଡକରୀ ଦେଲେ ସୂଚନା

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଟ୍ରକ ଡ୍ରାଇଭରଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଟ୍ରକ ଡ୍ରାଇଭରଙ୍କ ପାଇଁ କାର୍ଯ୍ୟ ଘଣ୍ଟା ନିର୍ଦ୍ଧାରିତ କରିବା ପାଇଁ ଏକ ଆଇନ ଅଣାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏହା ସହିତ ୨୦୨୫ ବର୍ଷ ଶେଷ ପୂର୍ବରୁ ସଡ଼କ ଦୁର୍ଘଟଣାକୁ ୫୦…

କର୍ଣ୍ଣାଟକ ଜେଲରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟେଶ କାନ୍ଥା ଦେଉଛି ନୀତିନ ଗଡକରୀଙ୍କୁ ହତ୍ୟା ଧମକ, ପୋଲିସର…

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ ଦେଇଥିବା ଘଟଣାରେ ପୋଲିସ ବଡ ଖୁଲାସା କରିଛି। ଗଡକରୀଙ୍କୁ ଜୀବନରୁ ମାରିଦେବାକୁ କଲ୍‌ କରି ଧମକ ଦେଉଥିବା ବ୍ୟକ୍ତି ହେଉଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟେଶ କାନ୍ଥା । ସେ ଏବେ କର୍ଣ୍ଣାଟକର ବିଲଗାବୀ ଜେଲରେ ବନ୍ଦୀ…

ନୀତିନ ଗଡକରୀଙ୍କୁ ଜୀବନରୁ ମାରିଦେବାକୁ ଧମକ, ସକାଳୁ ୩ଥର ଆସିଲାଣି ଫୋନ୍‌ କଲ୍‌

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ତାଙ୍କ ନିକଟକୁ ସକାଳୁ ୩ଟି ଧମକପୂର୍ଣ୍ଣ ଫୋନ କଲ୍‌ ଆସିସାରିଛି । ଧମକ ଦେଉଥିବା ଅଭିଯୁକ୍ତ ସକାଳ ୧୧.୩୦ ଏବଂ ୧୨ ଟା ସମୟରେ କଲ୍‌ କରିସାରିଛି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।…

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି, ସରକାରୀ କାମରେ ବ୍ୟବହୃତ ହେଉଥିବା ୧୫ ବର୍ଷ ପୁରୁଣା ଗାଡି ରାସ୍ତାରୁ ହଟିବ

ସରକାର କାମରେ ବ୍ୟବହୃତ ହେଉଥିବା ୧୫ ବର୍ଷ ପୁରୁଣା ଗାଡି ରାସ୍ତାରୁ ହଟିବ। ସରକାର ନେଲେ ନୂଆ ନିଷ୍ପତ୍ତି । ଆଉ ସରକାରୀ କାର୍ଯ୍ୟରେ ବ୍ୟବହୃତ ହେଉଥିବା ପୁରୁଣା ଗାଡି ସବୁ ଚିହ୍ନଟ କରାଯିବ । ସମସ୍ତ ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପ୍ ପଲିସି ଅନ୍ତର୍ଭୁକ୍ତ କରାଯିବ । ଏନେଇ ସ୍ବତନ୍ତ୍ର…

ପଶ୍ଚିମବଙ୍ଗ: କାର୍ଯ୍ୟକ୍ରମ ଚାଲିଥିବା ବେଳେ ହଠାତ୍‌ ବିଗିଡ଼ିଲା ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ପୂର୍ବରୁ ଆଉ ଏକ…

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସ୍ୱାସ୍ଥ୍ୟ ଏକ କାର୍ଯ୍ୟକ୍ରମ ସମୟରେ ହଠାତ୍‌ ବିଗିଡ଼ି ଯାଇଥିଲା। ଖବରରୁ ଜଣାପଡ଼ିଛି ଯେ ଗଡ଼କରୀ ପଶ୍ଚିମବଙ୍ଗର ସିଲିଗୁଡ଼ି ଦାଗାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ସେଠାରେ ଅଚାନକ୍‌ ସେ ଅସୁସ୍ଥ ହୋଇ ପଡ଼ିବାରୁ ପାଖ…

ସିଟ୍ ବେଲ୍ଟ ବାଧ୍ୟତାମୂଳକ କହିବାରୁ ପୂଜା ଭଟ୍ଟ ସରକାରଙ୍କୁ କଲେ ପ୍ରଶ୍ନ, କହିଲେ ଭାଙ୍ଗିଯାଇଥିବା ରାସ୍ତା ପ୍ରଥମେ…

ଦିନକୁ ଦିନ ସଡ଼କ ସୁରକ୍ଷା ବଢ଼ିବାରେ ଲାଗିଛି। ଯାହାକୁ ନେଇ ସରକାର ମଧ୍ୟ ନୂଆ ଓ କଡ଼ା ନିୟମ ଜାରି କରୁଛନ୍ତି। ତେବେ TATA ର ପୂର୍ବତନ CEO ସାଇରସ୍ ମିସ୍ତ୍ରୀଙ୍କ କାର ଦୁର୍ଘଟଣା ପରେ ସରକାର ସିଟ୍ ବେଲ୍ଟକୁ ନେଇ ସୁରକ୍ଷା କଡ଼ା କରିଥିଲେ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ବର୍ତ୍ତମାନ କାର ପଛ ସିଟରେ ବସିଥିବା ଲୋକଙ୍କୁ ମଧ୍ୟ ପିନ୍ଧିବାକୁ ପଡିବ ସିଟ୍…

ସଡ଼କ ସୁରକ୍ଷାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାର ଖବର ଆସୁଛି। ବର୍ତ୍ତମାନ ମଧ୍ୟ ଏହି ବାବଦରେ ଏକ ବଡ଼ ଖବର ଆସିଛି, ଯାହା ମୁତାବକ କାରରେ ବସିଥିବା ସମସ୍ତ ଲୋକଙ୍କୁ ସିଟ୍ ବେଲ୍ଟ ପିନ୍ଧିବାକୁ ପଡିବ। ତେବେ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ…

‘ସରକାର ଆମ ଅନୁସାରେ ହିଁ ଚାଲିବ, ଅଫିସର କେବଳ ୟେସ୍‌ ସାର୍‌ କହିବାକୁ ଅଛନ୍ତି’, ବ୍ୟୁରୋକ୍ରାଟ୍‌ସଙ୍କ ଉପରେ ବର୍ଷିଲେ…

ପ୍ରଶାସନିକ ଅଧିକାରୀ କେବଳ ଆମ କଥାରେ ୟେସ୍‌ ସାର ନୋ ସାର୍‌ କହିବାକୁ ଅଛନ୍ତି, ସେମାନଙ୍କୁ ଆଉ କିଛି ଅଧିକାର ଦିଆଯାଇନାହିଁ। ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ। ମଙ୍ଗଳବାର ନାଗପୁରରେ ଅଫିସରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି…

କ୍ୟାପିଟାଲ ମାର୍କେଟ: ସରକାରଙ୍କ ଏହି ଯୋଜନା ସହିତ ବଢିବ ଆପଣଙ୍କ ରୋଜଗାର, ଘୋଷଣା କଲେ ସଡ଼କ ପରିବହନ ମନ୍ତ୍ରୀ ନିତିନ…

ବର୍ତ୍ତମାନ ଆପଣ କମାଇ ପାରିବେ ଅଧିକ ଟଙ୍କା। ସେ ପୁଣି ସରକାରଙ୍କ ଯୋଜନା। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଆଗାମୀ ସମୟରେ ରାସ୍ତା ପାଇଁ ଏଭଳି ଯୋଜନା ଆଣିବାକୁ ଘୋଷଣା କରିଛନ୍ତି, ଯାହା ଆପଣଙ୍କୁ ମଧ୍ୟ ଲାଭ ଦେବ। ସେ କହିଛନ୍ତି ଯେ ସରକାର କ୍ୟାପିଟାଲ ବଜାରରୁ ପୁଞ୍ଜି ସଂଗ୍ରହ କରି…

୫ ଦିନରେ ତିଆରି ହେଲା ୭୫ କିମି ହାଇୱେ, କାମକୁ ପ୍ରଶଂସା କଲେ ନୀତିନ ଗଡକାରୀ

ରାସ୍ତା ନିର୍ମାଣରେ ବିଶ୍ୱ ରେକର୍ଡ କରିଛି NHAI । ୫ ଦିନରେ ୭୫ କିଲୋମିଟର ଲମ୍ବ ସଙ୍ଗିଲ ଲେନ କଂକ୍ରିଟ ରୋଡ ତିଆରି ହୋଇଛି। ଅମରାବତୀ ଓ ପଶ୍ଚିମ ବଦର୍ଭର ଆକୋଲାର NH 53ରେ ବିଟୁମିନସ କଂକ୍ରିଟ ରୋଡ ତିଆରି କରିଛି NHAI ଓ ଏହାର କଣ୍ଟ୍ରାକ୍ଟର । ଜୁନ ୩ ତାରିଖ ସକାଳରେ କାମ ଆରମ୍ଭ ହୋଇଥଲା ।…