Browsing Tag

nitin menon

ଖେଳାଳିଙ୍କ ପରେ ଏବେ IPL ରୁ ହଟିଲେ ଅମ୍ପାୟର, ନୀତିନ ମେନନ୍‌ଙ୍କ ମା’ ଓ ପତ୍ନୀ କରୋନା ସଂକ୍ରମିତ

ଆଇପିଏଲ୍‌ରେ ଖେଳାଳିଙ୍କ ପରେ ଅମ୍ପାୟରଙ୍କ ଉପରେ କରୋନା ବାଦଲ । ଏଲିଟ୍‌ ପ୍ୟାନେଲରୁ ହଟିଲେ ଦୁଇ ଅମ୍ପାୟାର । ଆଇପିଏଲ୍‌ରୁ ହଟିଲେ ଭାରତୀୟ ଅମ୍ପାୟାର ନୀତିନ ମେନନ୍‌। ନୀତିନ ମେନନଙ୍କ ମା’ ଓ ପତ୍ନୀ କରୋନାରେ ସଂକ୍ରମଣ ହୋଇଥିବାରୁ ସେ ଆଇପିଏଲ୍‌ରୁ ଓହରିଯାଇଛନ୍ତି। ସେ ନିଜ ଘର ଇନ୍ଦୋରକୁ…