ବିହାରରେ ଶେଷ ହେଲା ବଡ଼ ଅଧ୍ୟାୟ, ଇସ୍ତଫା ଦେଲେ ନୀତିଶ କୁମାର
ବିହାର : ବିହାରରେ ଶେଷ ହେଲା ବଡ଼ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ନୀତିଶ କୁମାର ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଗତ୧୧ ତାରିଖରେ ରାଜ୍ୟସଭା ସାଂସଦ ଭାବେ ଶପଥ…