ମଦ ବନ୍ଦ ପାଇଁ ନୀତିଶଙ୍କ ବମ୍ପର ଯୋଜନା : ଆସନ୍ତୁ, ନେଇ ଯାଆନ୍ତୁ ଲକ୍ଷେ ଟଙ୍କା
ପାଟନା : ବିହାରରେ ନୀତିଶ ସରକାର ମଦ ବନ୍ଦ ପାଇଁ ଏକ ବମ୍ପର ଯୋଜନା ଘୋଷଣା କରିଛନ୍ତି । ଶନିବାର ପାଟନାରେ ପାଳନ କରାଯାଉଥିଲା ନିଶା ମୁକ୍ତି ଦିବସ । ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଯୋଜନା ଘୋଷଣା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ମଦ ବିକ୍ରି ଛାଡନ୍ତୁ ଆଉ ନେଇ…