Browsing Tag

nitish kumar

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଚାହୁଁଥିଲେ CPI ବିଧାୟକ, ଠେଲାପେଲା କରି ହଟାଇଦେଲେ ସୁରକ୍ଷାକର୍ମୀ

ବିହାରରେ ବେଗୁସରାୟର ସିମରିଆ ଗଙ୍ଗାଧାମ ଅଞ୍ଚଳରେ ଶନିବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଉଦ୍‌ଘାଟନ ସମାରୋହରେ ପହଞ୍ଚିଥିଲେ । ଏହି ଅବସରରେ ବିରୋଧୀ ଦଳ ସିପିଆଇର ବିଧାୟକ ରାମରତନ ସିଂ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ଉଦ୍‌ଘାଟନ ସମାରୋହ ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା…

‘ବିଜେପିରୁ ହଟିଯାଅ, ନହେଲେ ବୋମାରେ ଉଡାଇ ଦେବୁ, ’ ବିହାର ଡିଜିପିଙ୍କୁ ଫୋନରେ ଧମକ

ବିହାରରେ ନୂଆ ସରକାର ହେବା ପରଠାରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ନୀତୀଶ କୁମାର ଏନଡିଏରେ ମିଶିବା ପରେ ଜନଅସନ୍ତୋଷ ଦେଖିବାକୁ ମିଳିଛି । ତେଣୁ ନୀତୀଶଙ୍କୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଅଡିଓ କଲ୍‌ ସହିତ ମେସେଜ ଡିଜିପିଙ୍କୁ ମିଳିଛି । ନୀତୀଶ ମହାଗଠବନ୍ଧନ ଛାଡି ବିଜେପିରେ…

ଫ୍ଲୋର ଟେଷ୍ଟରେ ନୀତୀଶ କୁମାରଙ୍କ ବାଜିମାତ୍‌, ଆରଜେଡିକୁ ଝଟକା

ବିହାର ବିଧାନସଭାରେ ନୀତୀଶଙ୍କ ବାଜିମାତ । ଆସ୍ଥା ଭୋଟରେ ଏନଡିଏ ସରକାର ବିଜୟୀ । ଭୋଟିଂ ବେଳେ ନୀତୀଶ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ସମର୍ଥନ ମିଳିଥିଲା । ବିରୋଧୀ ମହାମେଣ୍ଟର ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ । ଆସ୍ଥା ଭୋଟ ପୂର୍ବରୁ ବିହାର ରାଜନୀତି ସରଗରମ ହୋଇଥିଲା । ଆସ୍ଥା ଭୋଟ…

୯ମ ଥର ବିହାରର ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ କୁମାର, ଶପଥ ପାଠ କରାଇଲେ ଗଭର୍ଣ୍ଣର

ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ସେ ୯ମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରବିବାର ଅପରାହ୍ନରେ ରାଜ୍ୟ ଗଭର୍ଣ୍ଣର ରାଜେନ୍ଦ୍ର ଆର୍ଲେକର ନୀତୀଶ କୁମାରଙ୍କୁ ସିଏମ୍‌ ପଦର ଶପଥ ଗ୍ରହଣ କରାଇଛନ୍ତି । ନୀତୀଶଙ୍କ ସହିତ ସମ୍ରାଟ ଚୌଧୁରୀ ମଧ୍ୟ ଶପଥ…

ନୀତୀଶ କୁମାରଙ୍କ ସହ ଏହି ୮ ମନ୍ତ୍ରୀ ନେବେ ଶପଥ, ୨ ଜଣ ଉପମୁଖ୍ୟମନ୍ତ୍ରୀ

ବିହାରରେ ପୁଣିଥରେ ଏନ୍‌ଡିଏ ସରକାରଙ୍କ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି । ଜେଡିୟୁ ମହାମେଣ୍ଟରୁ ଅଲଗା ହୋଇ ବିଜେପି ସହିତ ସରକାର ଗଠନ କରିବାକୁ ଯାଉଛି । ଏହି ସରକାରରେ ଜିତନ ରାମ ମାଞ୍ଝିଙ୍କ ହମ୍‌ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ନୀତୀଶ କୁମାର ଆଜି ସନ୍ଧ୍ୟାରେ ରାଜଭବନରେ ୯ମ ଥର ପାଇଁ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ନୂଆଦିଲ୍ଲୀ (କେନ୍ୟୁଜ) : ବିହାର ରାଜନୀତିରେ ଆଜି ହେବ ବଡ଼ ଧରଣର ହଲଚଲ୍ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଜେଡିୟୁ ବିଧାୟକ ଦଳ ବୈଠକରେ ନିଆଗଲା ବଡ଼ ନିଷ୍ପତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ବିଧାୟକ ମାନଙ୍କୁ ସୂଚନା ଦେଇଛନ୍ତି ନୀତୀଶ…

ନୂଆ ସରକାର ଗଠନ ପାଇଁ ପ୍ଲାନ୍ ପ୍ରସ୍ତୁତ, ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ରୋଚକ ମୋଡ଼ରେ ବିହାର ରାଜନୀତି । ଭାଙ୍ଗିଯିବ ସରକାରୀ ମହାମେଣ୍ଟ । ନୂଆ ସରକାର ଗଠନ ପାଇଁ ପ୍ଲାନ୍ ପ୍ରସ୍ତୁତ । ଆଜି ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ସନ୍ଧ୍ୟା ସୁଦ୍ଧା ବିଜେପି ସମର୍ଥନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ସମ୍ଭାବନା। ସେ ନବମ ଥର ଲାଗି…

୨୪ ଘଣ୍ଟା ଭିତରେ ଇସ୍ତଫା ଦେଇପାରନ୍ତି ନୀତିଶ…ବିଜେପି ସହ ମେଣ୍ଟ ଗଢିବା ସମ୍ଭାବନା !

ବିହାର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆରଜେଡି ଏବଂ ଜେଡିୟୁ ମଧ୍ୟରେ ବିବାଦ ବଢୁଛି । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଣ୍ଟକୁ ବଡ ଝଟକା । ମେଣ୍ଟର ଅନ୍ୟତମ ପ୍ରଭାବଶାଳୀ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟ ଓ ବିହାର ମହାମେଣ୍ଟ ଛାଡ଼ିବା ନେଇ ସଙ୍କେତ…

ସମାଲୋଚିତ ହେବା ପରେ କ୍ଷମା ମାଗିଲେ ନୀତୀଶ କୁମାର, ‘ଲଜ୍ଜିତ ଅନୁଭବ କରୁଛି, ତେଣୁ କ୍ଷମା ମାଗୁଛି’

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଦନରେ ଦେଇଥିବା ‘ସେକ୍ସ ଜ୍ଞାନ’ ମନ୍ତବ୍ୟ ଦେଇ ସମାଲୋଚିତ ହେବା ପରେ ଏବେ ଭୁଲ୍‌ ମାଗିଛନ୍ତି । ନୀତୀଶଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେବା ପରେ ମହିଳାମାନଙ୍କୁ କ୍ଷମା ମାଗିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ କେବଳ ମହିଳାମାନଙ୍କ ଶିକ୍ଷା…

ବିହାର ରେଳ ଦୁର୍ଘଟଣା: କ୍ଷତିପୂରଣ ରାଶି ଘୋଷଣା କଲେ ନୀତୀଶ କୁମାର, ମୃତକଙ୍କୁ ମିଳିବ ୪ ଲକ୍ଷ ଓ ଆହତଙ୍କୁ ୫୦,୦୦୦…

ଓଡ଼ିଶା ଭଳି ବିହାରରେ ଭୟଙ୍କର ରେଳ ଦୁର୍ଘଟଣା। ଦିଲ୍ଲୀରୁ କାମାଖ୍ୟା ଯାଉଥିବା ଉତ୍ତର-ପୂର୍ବ ଏକ୍ସପ୍ରେସର ୬ଟି ବଗି ବୁଧବାର ରାତିରେ ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମ୍‌ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ…

ନୀତୀଶଙ୍କୁ ନେଇ ଚର୍ଚ୍ଚା ଜୋର, ବିଜେପି ଆଡକୁ ଢଳୁଛନ୍ତି କି ନୀତୀଶ ?

ବିଜେପି ଆଡକୁ ଢଳୁଛନ୍ତି କି ନୀତୀଶ? ଏ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ବିହାର ରାଜନୀତି ଏହି ପ୍ରସଙ୍ଗକୁ ନେଇ ସରଗରମ ହୋଇ ପଡିଥିବା ବେଳେ ଜେଡିୟୁ ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ନୀତିଶ ବିଜେପି ଆଡକୁ ଢଳୁଥିବା ଖବର ବିଜେପି ହିଁ ପ୍ରସାର କରୁଛି। ଏପରି…

ପାଟନା ୟୁନିଭରସିଟିର ଉଦ୍‌ଘାଟନ ସମାରୋହରେ ପଡିଗଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ୟୁନିଭରସିଟିରେ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗୋଡ ଖସିଯିବାରୁ ପଡିଯାଇଛନ୍ତି । ପାଟନା ୟୁନିଭରସିଟିରେ ଏକ କାର୍ଯ୍ୟକ୍ରମର ଉଦଘାଟନ ସମୟରେ ଗୋଡ ଖସିଯିବାର ନୀତିଶ କୁମାର ପଡିଯାଇଥିଲେ । ଏହି ସମୟର ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ଧରିପକାଇଥିଲେ ।…