ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପରେ ନୀତୀଶ କୁମାର କଲେ ମନ୍ତ୍ରୀମଣ୍ଡଳ ଗଠନ, ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରୀ…
ପାଟ୍ନା : ବିହାରରେ ନବ ଗଠିତ ନୀତୀଶ କୁମାରଙ୍କ ଆଜି ପ୍ରଥମ କ୍ୟାବିନେଟ୍ ବୈଠକ ଆୟୋଜିତ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ
ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରିଛନ୍ତି । ଜାଣନ୍ତୁ କେଉଁ ବିଭାଗ ପାଇଲେ କେଉଁ ମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: ଗୃହ, ସାଧାରଣ ପ୍ରଶାସନ,…