Browsing Tag

nmc bill

ଏନ୍‌ଏମ୍‌ସି ବିଲ୍‌କୁ ବିରୋଧ: ଆଜି ଦେଶବ୍ୟାପୀ ୩ଲକ୍ଷ ଡାକ୍ତରଙ୍କ ପକ୍ଷରୁ ୨୪ ଘଣ୍ଟିଆ ଧର୍ମଘଟ ଡାକରା, ବନ୍ଦ ରହିବ…

ନୂଆଦିଲ୍ଲୀ: ଲୋକସଭାରେ ଅନୁମୋଦିତ ହୋଇଥିବା ନେସ୍‌ନାଲ୍‌ ମେଡିକାଲ୍‌ କମିସନର ବିଲ୍‌, ୨୦୧୯କୁ ବିରୋଧ କରି ଆଜି ସକାଳ ୬ଟାରୁ ଦେଶବ୍ୟାପୀ ଡାକ୍ତରମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ ପକ୍ଷରୁ ଏହି ଧର୍ମଘଟ କରାଯାଇଛି । ଏହି ବିଲ୍‌ ବିରୋଧରେ ଦେଶବ୍ୟାପୀ…