ସିଲ୍ ହେଲା ୟୁନିଟ୍-୪ ମାଛ ମାର୍କେଟ
ଭୁବନେଶ୍ୱର (କେନ୍ୟୁଜ): ସିଲ୍ ହେଲା ୟୁନିଟ୍-୪ ମାଛ ମାର୍କେଟ। କୋଭିଡ୍ ଗାଇଡ୍ଲାଇନ୍ ଉଲଂଘନ ଅଭିଯୋଗରେ ମାଛ ମାର୍କେଟକୁ ଅନିର୍ଧିଷ୍ଟ କାଳ ପାଇଁ ସିଲ୍ କରିଛି ବିଏମ୍ସି। ସଟଡାଉନ୍ରେ ମାଛ ମାର୍କଟରେ ପ୍ରବଳ ଭିଡ ଜମିଥିଲା। ଦୋକାନ ଓ ଗୋଦାମ ଖୋଲି ବେଧଡକ୍ ବିକ୍ରି ଚାଲିଥିଲା।…