ଏବେ କୌଣସି APP ର ଆବଶ୍ୟକତା ନାହିଁ , ଏଣିକି Gmail ରେ କରିପାରିବେ କଲ୍ ଓ ଚାଟିଙ୍ଗ
ବର୍ତ୍ତମାନ ଗୁଗୁଲ୍ ଏକ ଅପଡେଟ୍ ଘୋଷଣା କରିଛି , ଯାହାକି ଆପଣ Gmail ବ୍ୟବହାର କରିବାର ପଦ୍ଧତିକୁ ପରିବର୍ତ୍ତନ କରିପାରିବେ । ବର୍ତ୍ତମାନ Gmail ମାଧ୍ୟମରେ ଯୋଗାଯୋଗ ଏତେ ଉନ୍ନତ ହେବାକୁ ଯାଉଛି ଯେ ଆପଣଙ୍କୁ ଅନ୍ୟ କୌଣସି ଆପ୍ ଆବଶ୍ୟକ ହୋଇନପାରେ। ବାସ୍ତବରେ, Gmail ବର୍ତ୍ତମାନ ଅନ୍ୟ…