ଗୃହମନ୍ତ୍ରୀଙ୍କୁ ହଟାଇବାରୁ ବଢ଼ିଲା ବିବାଦ, ପ୍ରଥମ ଥର ପିଏମ୍ ଋଷି ସୁନକଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ…
ବ୍ରିଟେନର ରାଜନୈତିକ ବାତାବରଣ ସରଗରମ ହୋଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭାରତୀୟ ମୂଳର ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ଙ୍କୁ ବରଖାସ୍ତ କରିଛନ୍ତି, ଯାହାପରେ ଏବେ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା ବଢ଼ିଯାଇଛି। ବ୍ରାଭରମ୍ୟାନ୍ଙ୍କୁ ହଟାଇବାର ସୁନକଙ୍କ ନିଷ୍ପତ୍ତିକୁ ତାଙ୍କ…