ଗତ ୨୪ ଘଣ୍ଟାରେ କରୋନାରେ କାହାର ବି ହୋଇନି ମୃତ୍ୟୁ, ୧୩୮ ଦିନ ପରେ ଆସିଲା ଖୁସିର ଦିନ
କରୋନା ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଖାସ୍ କରି ଦେଶର ସବୁଠୁ ଅଧିକ ସଂକ୍ରମିତ ସ୍ଥାନ ଦିଲ୍ଲୀରେ ସଂକ୍ରମଣ ହାର ହ୍ରାସ ପାଇଛି। ଦୀର୍ଘ ଦିନ ପରେ ରବିବାର ରାଜଧାନୀ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ରବିବାର ଦିଲ୍ଲୀରେ କାହାର ବି ମୃତ୍ୟୁ ହୋଇନାହିଁ। ୧୩୮ ଦିନ ପରେ ଏଭଳି ଦିନ ଆସିଛି।…