Browsing Tag

no Indian allowed

ଭାରତରେ ଥିବା ଏହି ୫ ସ୍ଥାନ ଯେଉଁଠି ଭାରତୀୟଙ୍କର ପ୍ରବେଶ ନିଷେଧ

ଆପଣଙ୍କ ଅମିତାଭ ବଚ୍ଚନଙ୍କର ‘ମର୍ଦ’ ଫିଲ୍ମର ସେହି ସିନ୍‌ ତ ମନେଥିବ ଯେଉଁଥିରେ କୁକୁର ଏବଂ ଭାରତୀୟଙ୍କୁ ଇଂରେଜ ମାନଙ୍କର ହୋଟେଲକୁ ଯିବା ବାରଣ କରାଯାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଏମିତି ପାଞ୍ଚ ସ୍ଥାନ ରହିଛି ଯେଉଁଠି ଭାରତୀୟ ମାନଙ୍କର ପ୍ରବେଶ ଉପରେ ବାରଣ କରାଯାଇଛି।…