ଆଉ ହେବନି SSC, RRB, IBPSରେ ଗ୍ରୁପ୍ ବି, ଗ୍ରୁପ୍ ସି ପଦ ପାଇଁ ପରୀକ୍ଷା, ଏବେ ଦେବାକୁ ହେବ ମାତ୍ର ଗୋଟିଏ କମନ…
କେନ୍ଦ୍ର ସରକାର ଗ୍ରୁପ ବି ନନ୍ ଗେଜେଟେଡ୍, ଗ୍ରୁପ ବି ଗେଜେଟେଡ୍ ତଥା ଗ୍ରୁପ୍ ସି ପଦ ପାଇଁ ପରୀକ୍ଷା ଲାଗି କମନ୍ ଏନ୍ଟ୍ରାନ୍ସ ଟେଷ୍ଟ (CET) କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏକ ସ୍ୱତନ୍ତ୍ର ଏଜେନ୍ସି ଦ୍ୱାରା ଆୟୋଜନ କରାଯାଇ କମ୍ପ୍ୟୁଟର ବେସ୍ଡ୍ ଅନ୍ଲାଇନ୍ ପରୀକ୍ଷା…