ପ୍ରିକସନ ଡୋଜ୍ ପାଇଁ ଆବଶ୍ୟକ ନାହିଁ ରେଜିଷ୍ଟ୍ରେସନ, ଜାଣନ୍ତୁ କେମିତି ପାଇବେ ଭ୍ୟାକ୍ସସିନ
ନୂଆଦିଲ୍ଲୀ : କୋଭିଡର ଅନିୟନ୍ତ୍ରିତ ଗତି ମଧ୍ୟରେ ଟୀକାକରଣ ଅଭିଯାନର ପରିସର ବିସ୍ତାର କରିବାକୁ ଦେଶ ପୁଣି ଥରେ ଗୁରୁତ୍ୱ ଦେଉଥିବାରୁ ଜାନୁଆରୀ 10ରୁ ଏହି ମାରାତ୍ମକ ସଂକ୍ରାମକ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଟୀକାକରଣରେ 'ପ୍ରିକସନ ଡୋଜ୍' ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ୧୫ ରୁ ୧୮ ବର୍ଷ…