Browsing Tag

no rituals

ବାଂଶପାଳ : ମନ୍ଦିରରେ ତାଲା ପକାଇ ପୂଜକଙ୍କୁ ତଡ଼ି ଦେଲେ, ଅପୂଜା ରହୁଛନ୍ତି ନୀଳକଣ୍ଠେଶ୍ୱର

ବାଂଶପାଳ (କେ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ତାଲା । ପୂଜା ପାଇ ପାରୁନାହାନ୍ତି ଠାକୁର । ବିବାଦୀୟ ସ୍ଥିତିରେ ଗତ ପ୍ରାୟ ୫ ଦିନ ହେବ ମନ୍ଦିରରେ ତାଲା ପଡ଼ି ରହିଛି । ଏ ନେଇ ଆମେ ଯୋଗାଯୋଗ କରିବାରୁ ଜଣାପଡ଼ିଛି ଯେ ନିକଟସ୍ଥ ଖଣ୍ଡାଧାର ଜଳ…