Browsing Tag

no taker of deadbody

ମିଳିଲାନି କାନ୍ଧ, ଉଠିଲାନି ମୃତଦେହ । କାରଣ ?

କେନ୍ଦୁଝର (କେନ୍ୟୁଜ୍) : ଶବସତ୍କାର ପାଇଁ ଗାଁ ଶ୍ମଶାନରେ ହାତେ ଜାଗା ମିଳିଲା ନାହିଁ । ସାହି ଲୋକେ ଆସିଲେନି, କି ମୃତ ଦେହକୁ କାନ୍ଧ ଦେଲେନି । ଯାହାଫଳରେ ୨ ଦିନ ପଡି ରହିଲା ମୃତଦେହ । କେନ୍ଦୁଝର ଜିଲ୍ଳା ସଦର ବ୍ଲକ ଅନ୍ତର୍ଗତ ମହାଦେଇ ଯୋଡ଼ା ଗାଁରେ ଘଟିଛି ଏଭଳି ଘଟଣା । ଗାଁର ପର୍ଶୁରାମ…