Browsing Tag

nobel prize

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷଣା; ୩ ବୈଜ୍ଞାନିକଙ୍କୁ ମିଳିବ ପୁରସ୍କାର

ପଦାର୍ଥ ବିଜ୍ଞାନ (ଫିଜିକ୍ସ) ପାଇଁ ନୋବେଲ ପୁରସ୍କାର ଘୋଷଣା। ଫିଜିକ୍ସରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ୱିଡିଶ ଏକାଡେମୀ ତରଫରୁ ହୋଇଥିବା ଘୋଷଣା ମୁତାବକ, ଫିଜିକ୍ସରେ ପିୟରେ ଆଗୋଷ୍ଟିନୀ, ଫେରେଙ୍କ୍‌ କ୍ରୁଜ ଓ ଏନି ଏଲ୍‌ ହୁଇଲିୟରଙ୍କୁ ଏହି ପୁରସ୍କାର ପ୍ରଦାନ…

ମେଡିସିନ୍ ପାଇଁ ନୋବେଲ ୨୦୨୩ ଘୋଷଣା; ୨ ବୈଜ୍ଞାନିକ କାଟାଲିନ୍ କାରିକୋ ଓ ଡ୍ରିଉ ୱିଜମ୍ୟାନଙ୍କୁ ମିଳିବ ପୁରସ୍କାର

ମେଡିସିନ୍ ପାଇଁ ନୋବେଲ ଘୋଷଣା। ବର୍ଷ ୨୦୨୩ ପାଇଁ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍ ପୁରସ୍କାର। ସେମାନେ ହେଲେ ହଙ୍ଗେରୀ-ଆମେରିକାନ୍ ନାଗରିକ କାଟାଲିନ୍ କାରିକୋ ଓ ଆମେରିକା ନାଗରିକ ଡ୍ରିଉ ୱିଜମ୍ୟାନ। MrNA-କୋଭିଡ ଭ୍ୟାକ୍ସିନ୍ କ୍ଷେତ୍ରରେ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ମନୋନୀତ…

ଫରାସୀ ଲେଖିକା ଆନି ଅରନକ୍ସଙ୍କୁ ୨୦୨୨ ସାହିତ୍ୟରେ ନୋବେଲ ପୁରସ୍କାର

ପ୍ରତିବର୍ଷ ନୋବେଲ ପୁରସ୍କାର ପାଇଁ ମାନ୍ୟଗଣ ବ୍ୟକ୍ତିଙ୍କୁ ଚୟନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଫ୍ରେଞ୍ଚ ବା ଫରାସୀ ଲେଖିକା ଆନି ଅରନକ୍ସଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯାଇଛି। ସ୍ଵିଡେନ ରାଜଧାନୀ ଷ୍ଟାକହୋମରେ ଆଜି ସାହିତ୍ୟ ନୋବେଲ ପୁରସ୍କାର ପାଇଁ ତାଙ୍କ ନାମ ଘୋଷଣା କରାଯାଇଥିଲା।…

ରସାୟନବିଜ୍ଞାନ ପାଇଁ ନୋବେଲ ଘୋଷଣା: ମିଳିତଭାବେ ୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ୨୦୨୨ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ୩ ରସାୟନ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର। ରସାୟନ ବିଜ୍ଞାନୀ କାରୋଲିନ ଆର. ବର୍ଟୋଜି, ମର୍ଟିନ ମେଲ୍‌ଡାଲ ଓ କେ. ବାରି ସାର୍ପଲେସଙ୍କୁ ମିଳିତ ଭାବେ ମିଳିବ ନୋବେସ। କ୍ଲିକ କେମିଷ୍ଟ୍ରି ଓ…

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା: ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ

ନୂଆଦିଲ୍ଲୀ : ୨୦୨୨ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ତିନିଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ଘୋଷଣା କରିଛି ସ୍ୱିଡିଶ ଏକାଡେମୀ। ଆଲେନ ଆସ୍‌ପେକ୍ଟ, ଜନ୍‌.ଏଫ କ୍ଲଷ୍ଟର ଓ ଆଣ୍ଟନ ଜେଇଲିଙ୍ଗରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର କରାଯାଇଛି। ଜଟିଳ…

ନୋବେଲ୍‌ ପୁରସ୍କାର ୨୦୨୨: ମେଡିସିନ୍‌ରେ କ୍ଷେତ୍ରରେ ନୋବେଲ୍ ପାଇବେ ସୁଇଡେନ ବୈଜ୍ଞାନିକ ସ୍ୱାନ୍ତେ ପେବୋ

ନୂଆଦିଲ୍ଲୀ : ମେଡିସିନରେ ନୋବେଲ ପୁରସ୍କାର ଘୋଷଣା । ୨୦୨୨ ବର୍ଷ ପାଇଁ ସ୍ୱିଡେନର ସ୍ୱାନ୍ତେ ପେବୋଙ୍କୁ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ । ଏନେଇ ସ୍ୱିଡେନର ନୋବେଲ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି । ବିଲୁପ୍ତ ଆଦିମାନବର ଗୁଣସୂତ୍ର ଓ ମାନବ ବିବର୍ତ୍ତନ ସଂପର୍କିତ ଉଦ୍ଭାବନ…

ୟୁକ୍ରେନ୍‌ର ଅସହାୟ ପିଲାଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ବିକିଲେ ରୁଷ୍‌ ସାମ୍ବାଦିକ, ଜାଣନ୍ତୁ କେତେ ଅର୍ଥ ମିଳିଲା

ଦୁନିଆରେ ଜଣେ ଭଲ ମଣିଷ ମିଳିବା ଏତେ ସହଜ ନୁହେଁ। ଯିଏକି ସବୁବେଳେ ଅନ୍ୟମାନଙ୍କ ପାଇଁ ଭଲ ଚିନ୍ତା କରୁଥିବେ। ପରର ମଙ୍ଗଳ କାମନା କରୁଥିବା ବ୍ୟକ୍ତି କ୍ୱଚିତ ଦେଖା ଯାଉଛନ୍ତି । ସେଇମାନେ ନିଜ କାମ ଦ୍ଵାରା ପାଲଟି ଯାଆନ୍ତି ବଡ଼ ଉଦାହରଣ। ବର୍ତ୍ତମାନ ସାରା ବିଶ୍ଵ ପାଇଁ ଏକ ବଡ଼ ଉଦାହରଣ…

ମେଡାଲ ବିକ୍ରି କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ଦିମିତ୍ରି ମୁରାତୋଭ

ମେଡାଲ ବିକ୍ରି କଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା। ରୁଷିଆ ସାମ୍ବାଦିକ ତଥା ନୋବେଲ ପୁରସ୍କାର ବିଜେତା ଦିମିତ୍ରି ମୁରାତୋଭ ୟୁକ୍ରେନ ଶିଶୁ ଶରଣାର୍ଥୀଙ୍କ ପାଇଁ ନିଜ ନୋବେଲ ପୁରସ୍କାର ନିଲାମ କରିଦେଇଛନ୍ତି। ୟୁକ୍ରେନ ଯୁଦ୍ଧରେ ବାସହରା ହୋଇଥିବା ଶିଶୁମାନଙ୍କ ପାଇଁ ଏହି ଅର୍ଥ ଉପଯୋଗ…

ମେଡିସିନ୍‌ ଆବିଷ୍କାର ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର

କେନ୍ୟୁଜ୍‌: Hepatitis ‘C’ virus ଆବିଷ୍କାର ପାଇଁ ପୁରସ୍କାର । ୨୦୨୦ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ମେଡିସିନ୍ ପାଇଁ ଯୁଗ୍ମ ଭାବେ ତିନି ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର। ହାର୍ଭି ଜେ. ଅଲଟର୍, ମାଇକେଲ ହଫଟନ୍ ଓ ଚାର୍ଲସ୍ ଏମ. ରାଇସ୍ ନେବେଲ ପୁରସ୍କାର ପାଇବେ ।…

୨୦୧୯ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ

କେନ୍ୟୁଜ୍: ୨୦୧୯ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ଆମେରିକାର ପ୍ରିନ୍‌ସଟନ ବିଶ୍ୱବିଦ୍ୟାଳୟର ଜେମ୍‌ସ ପେବଲ୍‌ସ ଓ ସ୍ୱିଜରଲ୍ୟାଣ୍ଡ ଜେନେଭା ବିଶ୍ୱବିଦ୍ୟାଳୟର ମାଇକେଲ ମେୟର ଏବଂ ଡିଡିଏର କ୍ୱିଲୋଜଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ। ଜେମ୍‌ସ ପେବଲ୍‌ସଙ୍କୁ…