ଅମାନିଆ ବାଇକ ଚାଳକଙ୍କୁ ପାନେ, ଶବ୍ଦ ପ୍ରଦୂଷଣ କରୁଥିବା ୩୧ଟି ଗାଡିର ସାଇଲେନସର ନଷ୍ଟ
ନବରଙ୍ଗପୁର : ଅମାନିଆ ବାଇକ ଚାଳକଙ୍କୁ ପାନେ । ଶବ୍ଦ ପ୍ରଦୂଷଣ କରୁଥିବା ୩୧ଟି ଗାଡିର ସାଇଲେନସର ନଷ୍ଟ । ରୋଲର ଚଢାଇ ନଷ୍ଟ କଲା ନବରଙ୍ଗପୁର ଟାଉନ ଥାନା ପୋଲିସ । ଜିଲ୍ଲାରେ ଅମାନିଆ ମଟରସାଇକେଲ ଚାଳକ ଏବଂ ଶବ୍ଦ ପ୍ରଦୂଷଣକୁ ଅନେକ ଅଭିଯୋଗ ଆସିବା ପରେ ଏସ୍ପିଙ୍କ ପଦକ୍ଷେପ । ବିଶେଷକରି…