Browsing Tag

nokia

Nokia କମ୍ପାନୀ ୬୩୦୦ ଟଙ୍କାରେ ଲଞ୍ଚ କଲା ସ୍ମାର୍ଟଫୋନ୍, ମିଳିବ ଦମଦାର୍ ଫିଚର୍ସ

Nokia ଫୋନ୍ ମେକର୍ସ HMD Global ନିଜର ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ଏହି ଶସ୍ତା ଫୋନକୁ HMD Key ନାମରେ ଲଞ୍ଚ କରିଛି । HMD ର ଏହି ବଜେର୍ଟ ସ୍ମାର୍ଟଫୋନ୍ Android 14 Go ଅପରେଟିଙ୍ଗ ସିଷ୍ଟମ, IP52 ରେଟିଙ୍ଗ ଭଳି ଦମଦାର ଫିଚର୍ସ ସହିତ ଆସିଛି । କମ୍ପାନୀ କିଛି…

Nokia କମ୍ପାନୀ HMD ଲଞ୍ଚ କଲା ଦୁଇଟି ଦମଦାର୍ ଫୋନ୍, ଜାଣନ୍ତୁ ଏହାର ଫିଚର୍ସ ଏବଂ ପ୍ରାଇସ୍

HMD ନିଜର ଆଉ ଏକ ଶସ୍ତା ଫୋନ୍ ଗ୍ଲୋବାଲି ଲଞ୍ଚ କରିଛି । Nokia ର  କମ୍ପାନୀ ଏହି ଫୋନକୁ HMD Arc ର ନାମରେ ଲଞ୍ଚ କରିଛି । ଏହା ବ୍ୟତୀତ କମ୍ପାନୀ ଗ୍ଲୋବାଲ୍ ମାର୍କେଟରେ ନିଜର HMD Skyline Blue ର ନୂଆ Topaz ଏଡିସନକୁ ମଧ୍ୟ ଲଞ୍ଚ କରିଛି । ଗୋଟିଏ ୪GB RAM ଏବଂ ୬୪GB ଷ୍ଟୋରେଜ୍ ଅପ୍ସନ…

Nokia ର ଏହି ଫିଚର ଫୋନରେ ଦେଖିପାରିବେ ୟୁଟ୍ୟୁବ୍‌, ବ୍ୟାଟେରୀ ରହିଛି ଜବରଦସ୍ତ

ଗୋଟିଏ ପଟେ ସ୍ମାର୍ଟଫୋନର ଟ୍ରେଣ୍ଡ ବଢୁଥିବାବେଳେ ଅନ୍ୟ ପଟେ ଅନେକ ଲୋକ ଫିଚର ଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଡ୍ୟୁରେବିଲିଟି ଏବଂ ଫଙ୍କସନବିଲିଟି ଦୃଷ୍ଟିରୁ ଫିଚର ଫୋନଗୁଡିକ ଅଧିକ ପସନ୍ଦ କରାଯାଏ । ଯେତେବେଳେ କିପ୍ୟାଡ୍‌ ଫୋନ କଥା କୁହାଯାଏ, ତେବେ Nokia ଫୋନର ନାମ…

ଖୁବ୍‌ ଶୀଘ୍ର ଲଞ୍ଚ ହେବ HMD Fusion, ପାଇବେ ଦମଦାର ଫିଚର୍ସ ସହ ବଢିଆ କ୍ୟାମେରା

ଯଦି ଆପଣ Nokia ର ଫିଚର ଫୋନ କିମ୍ବା ସ୍ମାର୍ଟଫୋନ ପସନ୍ଦ କରନ୍ତି, ତେବେ ଆପଣ ଜାଣିଥିବେ ଯେ HMD Nokia ଫୋନ ତିଆରି କରୁଥିଲା, କିନ୍ତୁ କିଛି ମାସ ପୂର୍ବରୁ HMD Nokia ଠାରୁ ଅଲଗା ହୋଇ ନିଜର ସ୍ମାର୍ଟଫୋନ ବ୍ରାଣ୍ଡ ଲଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲା । ବତ୍ତମାନ କମ୍ପାନୀ ନିଜ…

ଲଞ୍ଚ ହେଲା Nokia ର ଦୁଇଟି ଫୋନ, ଫିଚର୍ସ ରହିଛି ଜବରଦସ୍ତ

Nokia ନିଜର ଦୁଇଟି ଶସ୍ତା 4G ଫିଚର ଫୋନ ଲଞ୍ଚ କରିଛି । ଏହି ଦୁଇଟି ଶସ୍ତା Nokia ଫୋନ ୱାୟରଲେସ୍‌ FM ରେଡିଓ, MP3 ପ୍ଲେୟର ଭଳି ଅନେକ ୟୁଜଫୁଲ ଫିଚର୍ସ ସହିତ ଆସିଥାଏ । ଏହା ବ୍ୟତୀତ ଏହି ଦୁଇଟି ଫୋନରେ କ୍ଲାସିକ୍‌ ସ୍ନେକ୍‌ ଗେମ୍‌ ମଧ୍ୟ ରହିବ । HMD Global ଏପର୍ଯ୍ୟନ୍ତ ଏହି ଦୁଇଟି…

Nokia ଫୋନ୍ ନିର୍ମାତା କମ୍ପାନୀ HMD ଲଞ୍ଚ କଲା Barbie Flip Phone, ଡିଜାଇନ୍ ଦେଖିଲେ କହିବେ ‘Wow’

ନୋକିଆ ଫୋନ୍ ନିର୍ମାତା କମ୍ପାନୀ HMD ଏହାର ନୂଆ ଫ୍ଲିପ୍ ଫୋନ୍ ଲଞ୍ଚ କରିଛି । Barie ନାମରେ ଲଞ୍ଚ ହୋଇଥିବା ଏହି ଫ୍ଲିପ୍ ଫୋନରେ ଦୁଇଟି ସ୍କ୍ରିନ୍ ଅଛି । ବର୍ଷ ଆରମ୍ଭରେ ଆୟୋଜିତ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ (MWC 2024) ରେ HMD ଗ୍ଲୋବାଲ୍ ଏହି ଫୋନ୍ ଉପସ୍ଥାପନ କରିଥିଲା ​​। ହ୍ୟୁମାନ୍…

ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି Nokia 6600 5G, ମିଳିବ ବଢିଆ ଫିଚର୍ସ

Nokia ଖୁବଶୀଘ୍ର ଭାରତରେ ଏକ ଦମଦାର ଫୋନ୍ ଲଞ୍ଚ କରିବାକୁ ଯାଉଛି । ଯେଉଁଥିରେ ଆପଣ ଏକ ବଡ଼ ବ୍ୟାଟେରୀ ସହିତ ଭଲ କ୍ୟାମେରା ପାଇପାରିବେ । ଯଦି ଆପଣ 5G କୀବୋର୍ଡ୍ ସହିତ ଏକ ଟଚ୍ ସ୍କ୍ରିନ୍ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଫୋନ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହେବାକୁ…

Nokia ଲଞ୍ଚ କରିବ କିପ୍ୟାଡ୍ 5G ମୋବାଇଲ୍, କମ୍‌ ଦାମରେ ମିଳିବ ବଢ଼ିଆ ଫିଚର୍ସ

ଏବେ ତ ସ୍ମାର୍ଟଫୋନ ର ଯୁଗ । ସମସ୍ତଙ୍କ ହାତରେ ରହୁଛି ସ୍ମାର୍ଟଫୋନ । ସ୍ମାର୍ଟଫୋନରୁ ହିଁ ଲୋକଙ୍କର ଦିନ ଆରମ୍ଭ ହେଉଛି । କିନ୍ତୁ ଏବେ ବି କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କିପ୍ୟାଡ୍‌ ଫୋନ ବ୍ୟବହାର କରୁଛନ୍ତି । ଏହି ସବୁ ଲୋକଙ୍କ ପାଇଁ ନୋକିଆ ଏମିତି ଏକ ସ୍ମାର୍ଟଫୋନ ଆଣୁଛି, ଯେଉଁଥିରେ…

ପୁରୁଣା ସ୍ମୃତିକୁ ମନେ ପକାଇବାକୁ ଆସିଲା ନୋକିଆର ଦମଦାର ଫୋନ୍‌, ଦେଖିପାରିବେ ୟୁଟ୍ୟୁବ୍‌ ସର୍ଟସ୍

ପୁଣି ଥରେ ପୁରୁଣା ନୋକିଆ 3210 ଫେରି ଆସିଛି । କମ୍ପାନୀ HMD ଦ୍ୱାରା କୁହାଯାଇଛି ଯେ ୨୫ ବର୍ଷ ପରେ ନୋକିଆ 3210 ଏକ ନୂଆ ଫର୍ମରେ ଲଞ୍ଚ ହୋଇଛି । ୨୦୨୪ ବର୍ଷର ଏହି ଫୋନ୍ ପୁରୁଣା ଡିଜାଇନ୍ ଠାରୁ ଟିକିଏ ଭିନ୍ନ, ଏହାର କିଛି ଫିଚର ଅପଡେଟ୍ ହୋଇଛି ଏବଂ ବର୍ତ୍ତମାନ ଆପଣ ଏଥିରେ ୟୁଟ୍ୟୁବ୍…

ଭାରତରେ ଲଞ୍ଚ ହେବ Nokia G42 5G ସ୍ମାର୍ଟଫୋନ୍, ରହିଛି ଦମଦାର ଫିଚର୍ସ

ଆସନ୍ତା କାଲି ଲଞ୍ଚ ହେବ ନୋକିଆର ନୂଆ ମଡେଲ । ଏନେଇ ୟୁଜରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତାକାଲି ଅର୍ଥାତ ୧୧ ସେପ୍ଟେମ୍ବରରେ Nokia G42 5G ସ୍ମାର୍ଟଫୋନ୍ ଭାରତରେ ଲଞ୍ଚ ହେବ । ଲଞ୍ଚ ପୂର୍ବରୁ ନୋକିଆ ନୂଆ 5G ସ୍ମାର୍ଟଫୋନ୍ Nokia G42 5Gକୁ ଭାରତୀୟ ୟୁଜରଙ୍କ ପାଇଁ ଏକ ନୂଆ…

ଖୁବଶୀଘ୍ର ଦମଦାର 5G ଫୋନ ଲଞ୍ଚ କରିବ Nokia, ଅପେକ୍ଷାରେ ଗ୍ରାହକ

Nokia ଦମଦାର ଭାବେ ଭାରତରେ ଫେରି ଆସିଛି । ଯେତେବେଳେ ଭାରତୀୟ ବଜାରରେ ମିଡ୍‌ ରେଞ୍ଜ ଏବଂ ହାଇ ଏଣ୍ଡ ସ୍ମାର୍ଟଫୋନ ଆସୁଛି ସେହି ସମୟରେ ନୋକିଆ ବଜେଟ ଏବଂ ଫିଚର ଫୋନ ଆଣୁଛି । ମିଡ୍‌ ରେଞ୍ଜରେ ମଧ୍ୟ ନୋକିଆ ଫୋନ ଆଣି ସାରିଛି, କିନ୍ତୁ ବର୍ତ୍ତମାନ ଏକ ନୂଆ ଟିଜର ଆସିଛି ଯେଉଁଥିରେ କୁହାଯାଇଛି…

UPI ପେମେଣ୍ଟ ସପୋର୍ଟ ସହ ଲଞ୍ଚ ହେଲା ନୋକିଆର ଫିଚର ଫୋନ ,କମ ଦାମରେ ପାଇବେ ଦମଦାର ସ୍ପେସିଫିକେସ

ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟଫୋନର ବ୍ୟବହାର ଅଧିକ ହେଉଥିବାରୁ ଫିଚର ଫୋନମାନଙ୍କ ଚାହିଦା କମ ହୋଇଯାଇଛି । ତେବେ ନୋକିଆ ମ୍ୟାଜିକ୍ ମ୍ୟାକ୍ସର ଗୁଜବ ମଧ୍ୟରେ ନୋକିଆ ବ୍ରାଣ୍ଡେଡ୍ ମୋବାଇଲ୍ ଫୋନ୍ ପଛରେ ଥିବା କମ୍ପାନୀ HMD ଗ୍ଲୋବାଲ୍, ଭାରତରେ ଦୁଇଟି ନୂଆ ଫିଚର ଫୋନ୍ ଲଞ୍ଚ କରିଛି । ଲଞ୍ଚ…