ଲଞ୍ଚ ହେଲା ନୂଆ ସ୍ମାର୍ଟଫୋନ Nokia 2.4, ଜିଓ ଦେଉଛି ୨୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାଶବ୍ୟାକ ଅଫର
ଏଚଏମଡ଼ି ଗ୍ଲୋବାଲ ଭାରତୀୟ ବଜାରରେ ନିଜ ନୂଆ ସ୍ମାର୍ଟଫୋନ Nokia 2.4କୁ ଲଞ୍ଚ କରିଛି । କହିରଖିବା ଉଚିତ ହେବକି ନୋକିଆ 2 ସିରିଜର ଏହା ହେଉଛି ନୂଆ ସ୍ମାର୍ଟଫୋନ । ଏହାସହ ଏହି ଫୋନଟି ଏଡ଼ ବାଂଶଡ ଏଆଇ ଆମେଜିଂଗ ଫିଚର୍ସ ସହ ବଜାରରେ ଲଂଚ ହୋଇଥିବା ନେଇ ଜଣାଯାଇଛି । ଫୋନରେ କ୍ୟାମେରା ସହ ନାଇଟ…