Browsing Tag

nokia smartphone price cut

Nokiaର ଏହି ଧାଁସୁ ଫୋନ୍‌ ଉପରେ ୪୦୦୦ ଟଙ୍କା ଡିସ୍‌କାଉଣ୍ଟ! ଜାଣନ୍ତୁ ନୂଆ ଦାମ୍‌

ଯଦି ଆପଣ ଶସ୍ତା ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି, ତା’ହେଲେ ଆଉ ଡେରି ନ କରି ନୋକିଆ ଚୟନ କରନ୍ତୁ। କାରଣ, ନୋକିଆ ଦେଉଛି ଆପଣଙ୍କୁ ଶାନ୍‌ଦାର ମଉକା। ନୋକିଆ ନିଜ Nokia 4.2 ସ୍ମାର୍ଟଫୋନ୍‌ ଉପରେ ୩୯୯୦ ଟଙ୍କାର ଡିସ୍‌କାଉଣ୍ଟ ଅଫର୍‌ ଆଣିଛି। ଏହି ଅଫର୍‌ରେ ଆପଣ ୩ଜିବି ର‍୍ୟାମ୍‌ ଏବଂ…

ଖୁସି ଖବର : ଶସ୍ତା ହେଲା Nokiaର ଏହି ଚାରି ପାୱାରଫୁଲ ସ୍ମାର୍ଟଫୋନ୍, ଜାଣନ୍ତୁ କେତେ ରହିଛି ନୂଆ ଦାମ୍

ଯଦି ଆପଣ ନୂଆ ସ୍ମାର୍ଟଫୋନ କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ HMD ଗ୍ଲୋବାଲ ନିଜର ସ୍ମାର୍ଟଫୋନ ନୋକିଆ ୧, ନୋକିଆ ୨.୧ ଏବଂ ନୋକିଆ ୬.୧ ପ୍ଲସ ର ଦାମକୁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଏହାସହିତ କମ୍ପାନୀ ନୋକିଆ ୧ ମଧ୍ୟ ଶସ୍ଥାରେ ମିଳୁଛି। ଏହି…