Browsing Tag

non veg food

IIT Bombayରେ ଭେଜ୍‌ ଟେବୁଲ୍‌ରେ ଆମିଷ ଖାଇବାକୁ ନେଇ ହଙ୍ଗାମା, ୧୦,୦୦୦ ଟଙ୍କା ଜରିମାନା ଗଣିବେ ଛାତ୍ରଛାତ୍ରୀ

ଆଇଆଇଟି ବମ୍ବେ ବର୍ତ୍ତମାନ ନିଜ ଫୁଡ୍‌ ପଲିସିକୁ ନେଇ ଚର୍ଚ୍ଚାରେ ରହିଛି। ସୂଚନା ମୁତାବକ, ଶିକ୍ଷାନୁଷ୍ଠାନର ମେସ୍‌ରେ ଆମିଷ ଖାଇବା ଯୋଗୁ ଛାତ୍ରଛାତ୍ରୀଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଲାଗିଛି। ଛାତ୍ରଛାତ୍ରୀମାନେ ଖାଦ୍ୟ ନିୟମ ପାଳନ ନ କରିବା ନେଇ ଶିକ୍ଷାନୁଷ୍ଠାନ ଅଭିଯୋଗ କରିଛି।…

ରେଲୱେର ବଡ଼ ନିଷ୍ପତ୍ତି: ଦେଶର ଏହି ସବୁ ଟ୍ରେନ ହେବ ସମ୍ପୂର୍ଣ୍ଣ ନିରାମିଷ, ଯାତ୍ରା ସମୟରେ କୌଣସି ବି ଯାତ୍ରୀ ଖାଇବେନି…

ବହୁତ ଜଲ୍‌ଦି ଟ୍ରେନ୍‌ଗୁଡ଼ିକରେ ଆମିଷ ଖାଇବା ଏବଂ ନେଇ ଯିବାରେ ପ୍ରତିବନ୍ଧକ ଲାଗିବ। ଏହି ନିୟମ ସାରା ଦେଶର ସେହି ସବୁ ଟ୍ରେନ୍‌ରେ ଲାଗୁ ହେବ, ଯେଉଁଗୁଡ଼ିକ ଧାର୍ମିକ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବ। ଭାରତୀୟ ରେଲେଓ୍ଵ ଏହାର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ନିୟମ ପର୍ଯ୍ୟାୟ କ୍ରମେ ସବୁ…

ଆମିଷ ପ୍ରିୟ ଲୋକଙ୍କ ପାଇଁ ଖୁସି ଖବର, ଏବେ ସଟଡାଉନରେ ବି ଘରେ ବସି ଅନଲାଇନରେ କରିପାରିବେ ଅର୍ଡର

କଟକ (କେନ୍ଯୁଜ୍): ଲକଡାଉନ୍ ଓ ସଟଡାଉନରେ ଆମିଷ ପ୍ରିୟ ଲୋକମାନଙ୍କ ପାଇଁ ଖୁସିଖବର। ଏବେ ଆପଣମାନେ ଘରେ ବସି ମଧ୍ଯ ଅନଲାଇନରେ ଖାସି ମାଂସ, ଚିଙ୍ଗୁଡି, ମାଛ ଏବଂ ଚିକେନ୍ ପାଇପାରିବେ। ଏସବୁ ଆମିଷ ଜିନିଷ ପାଇଁ ଆପଣ ଘରେ ବସି ଗୋଟିଏ ଫୋନ କଲରେ ଅର୍ଡର କରିବା ମାତ୍ରେ ଘରେ ଜିନିଷ ପହଞ୍ଚିଯିବ।…