VIDEO: ଲସ୍ ଏଞ୍ଜେଲସ୍ ନିଆଁରେ ଫସିଥିଲେ ନୋରା ଫତେହି, ଭିଡିଓ ସେୟାର କରି କହିଲେ ଭୟାନକ୍ କଥା
ଆମେରିକାର ଲସ୍ ଏଞ୍ଜେଲସ୍ ନିଆଁରେ ଫସିଥିଲେ ଡ୍ୟାନ୍ସର ତଥା ବଲିଉଡ୍ ଅଭିନେତ୍ରୀ ନୋରା ଫତେହି । ଗୁରୁବାର ଅଭିନେତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ପୂରା ପରିସ୍ଥିତି ବିଷୟରେ ବଖାଣିଥିଲେ ।
ନିଆଁ ଲାଗିବା କାରଣରୁ ନୋରାଙ୍କୁ…