ନୋରା ଫତେହୀଙ୍କୁ ଡେଟ୍ କରୁଛନ୍ତି କି କୋରିଓଗ୍ରାଫର ଟେରେନ୍ସ ଲୁଇସ୍, ସେୟାର କଲେ ମନ କଥା
ବଲିଉଡ୍ ଆଇଟମ୍ ଡ୍ୟାନ୍ସର ନୋରା ଫତେହୀ ଓ କୋରିଓଗ୍ରାଫର ଟେରେନ୍ସ ଲୁଇସ୍ଙ୍କ ମଧ୍ୟରେ କେମେଷ୍ଟ୍ରି ସବୁ ବେଳେ ଆଖିଦୃଶିଆ ରହିଥାଏ। ଉଭୟେ ଷ୍ଟ୍ରେଜ୍ରେ ବି ବେଶ୍ ରୋମାଣ୍ଟିକ୍ ଡ୍ୟାନ୍ସ କରିଥାନ୍ତି। ଉଭୟେ ଏକାଠି ଅନେକ ଥର ଡ୍ୟାନ୍ସ ରିଆଲିଟି ଶୋ’ ବି ଜଜ୍ କରିଛନ୍ତି। ଏଥିସହ ଅତିଥି…