ନର୍ମାଲ ଡେଲିଭରି ପାଇଁ ଗର୍ଭାବସ୍ଥାର ୯ମ ମାସରେ ଖାଆନ୍ତୁ ଏହି ଜିନିଷ, ପ୍ରସବ ବେଳେ ଆଦୌ ହେବନି କଷ୍ଟ
ମହିଳାଙ୍କ ଜୀବନରେ ପୂର୍ଣ୍ଣତା ଆଣେ ମାତୃତ୍ୱ। ମାତୃତ୍ୱ ଲାଭ କରିବା ପରେ ଜଣେ ମହିଳାଙ୍କ ଜୀବନ ସମ୍ପୂର୍ଣ୍ଣ ହୋଇଥାଏ। ମା’ ହେବା ମହିଳାଙ୍କ ପାଇଁ ଏକ ଆଶୀର୍ବାଦ। ପ୍ରତ୍ୟେକ ମହିଳା ସନ୍ତାନ ସୁଖ ପାଇବାକୁ ଚାହିଁଥାନ୍ତି। ଏହା ଏକ ସୁଖଦ ଅନୁଭବ। ତେବେ ଗର୍ଭାବସ୍ଥାରେ ସବୁ ମା’ଙ୍କର ଗୋଟିଏ…