ଉତ୍ତର ଭାରତର ସ୍ୱତନ୍ତ୍ର ପର୍ବ ହରିୟାଲି ତିଜରେ ହେମା ମାଳିନୀଙ୍କ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ
ଉତ୍ତର ଭାରତର ସ୍ୱତନ୍ତ୍ର ପର୍ବ ହରିୟାଲି ତିଜ । ବର୍ଷର ୫ମ ମାସରେ ଏହି ପର୍ବ ପାଳନ କରାଯାଏ। ସଧବା ମହିଳାମାନେ ଏହି ପର୍ବକୁ ଖୁବ୍ ନିରାଡମ୍ବର ସହକାରେ ପାଳନ କରନ୍ତି। ଏହି ଅବସରରେ ମଥୁରାର ଶ୍ରୀ ରାଧା ରମଣ ମନ୍ଦିରରେ ଝୁଲଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଅଭିନେତ୍ରୀ ତଥା…