ଭାରତରେ ଏଟିଏମ୍ ବ୍ୟବହାର କରୁଥିବା ଲୋକମାନଙ୍କ ପାଇଁ ବିପଦ, ଆକାଉଣ୍ଟରୁ କେବେ ବି ଗାୟବ ହୋଇପାରେ ଟଙ୍କା
ଏଟିଏମ୍ ବ୍ୟବହାର କରୁଥିବା ବ୍ୟକ୍ତିମାନେ ସାବଧାନ ରୁହନ୍ତୁ ନଚେତ୍ ମାତ୍ର କିଛି ସେକେଣ୍ଡରେ ଆପଣଙ୍କ ଟଙ୍କା ଗାୟବ ହୋଇପାରେ। ଆମେ ଏପରି କହିବାର କାରଣ ଉତ୍ତର କୋରିଆ ନିଜର ଏକ ମାଲୱେର ଭାଇରସ୍ ଜରିଆରେ ଭାରତରେ ଏଟିଏମ୍ ବ୍ୟବହାର କରୁଥିବା ଲୋକମାନଙ୍କର ଡାଟା ଚୋରି କରୁଛି। ଏହି ମାଲୱେର…