୨୦୨୩ରେ ଆକାଶରୁ ବର୍ଷିବ ନିଆଁ; ହେବ ତୃତୀୟ ବିଶ୍ୱଯୁଦ୍ଧ! ନୋଷ୍ଟ୍ରାଦମସ୍ଙ୍କ ୬ ଭୟଙ୍କର ଭବିଷ୍ୟବାଣୀକୁ ନେଇ ଲୋକେ…
ବର୍ଷ ୨୦୨୨ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ମାସ ବାକି। ଏହାରି ଭିତରେ ପୁଣି ଆଗାମୀ ବର୍ଷ ୨୦୨୩କୁ ନେଇ କରାଯାଇଥିବା ଭବିଷ୍ୟବାଣୀଗୁଡ଼ିକ ଚର୍ଚ୍ଚାକୁ ଆସିଛି। ଫ୍ରାନ୍ସର ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍ ୨୦୨୩ ବର୍ଷ ପାଇଁ ୬ଟି ବଡ଼ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେଥି ମଧ୍ୟରେ ଆକାଶରୁ ନିଅାଁ…