ଭାରତରେ ଲଞ୍ଚ ହୋଇଛି Nothing ର ଦୁଇଟି ପାୱାରଫୁଲ୍ ସ୍ମାର୍ଟଫୋନ୍, ୟୁଜର୍ସଙ୍କୁ ମିଳିବ ବଢ଼ିଆ ଏକ୍ସପେରିୟନ୍ସ
ସ୍ମାର୍ଟଫୋନ୍ ଲର୍ଭସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍ । ଆଜି ଲଞ୍ଚ ହୋଇଛି ଦୁଇଟି ଜବରଦସ୍ତ ସ୍ମାର୍ଟଫୋନ୍ । ୟୁଜର୍ସଙ୍କୁ ମିଳିବ ଭଲ ଏକ୍ସପେରିୟନ୍ସ । ତେବେ ଆସନ୍ତୁ ଜାଣିବା ଏହି ଫୋନର ସମ୍ପୂର୍ଣ୍ଣ ଡିଟେଲ୍ସ ।
ଆଜି ମାର୍ଚ୍ଚ ୫ ତାରିଖରେ ଭାରତ ସମେତ ବିଶ୍ୱ ବଜାରରେ Nothing Phone (4a)…