Browsing Tag

notice

ଆମାଜନକୁ ନୋଟିସ, ଅଯୋଧ୍ୟା ରାମମନ୍ଦିର ନାଁରେ ପ୍ରସାଦ ବିକୁଥିବା ଅଭିଯୋଗ

ଭକ୍ତଙ୍କ ଭାବନା ସହ ଖେଳିଥିବାରୁ ଆମାଜନକୁ ନୋଟିସ ଜାରି କଲେ କେନ୍ଦ୍ର ସରକାର । ଅନଲାଇନରେ ଅଯୋଧ୍ୟା ରାମମନ୍ଦିର ପ୍ରସାଦ ନାଁରେ ମିଠେଇ ବିକ୍ରି ଅଭିଯୋଗରେ ନୋଟିସ କରିଛି କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ-CCPA । ଏନେଇ ୭ ଦିନ ମଧ୍ୟରେ କୈଫିୟତ ତଲବ କରାଯାଇଛି । ଖବର ମୁତାବକ,…

ଶାହରୁଖ, ଅକ୍ଷୟ ଏବଂ ଅଜୟ ଦେବଗନଙ୍କୁ ହାଇକୋର୍ଟଙ୍କ ନୋଟିସ, ପାନ ମସାଲା ବିଜ୍ଞାପନ କରିବା ପଡିଲା ମହଙ୍ଗା

ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ପୀଠ ଦ୍ୱାରା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି । ପାନ୍ ମସାଲା କମ୍ପାନୀଗୁଡିକର ବିଜ୍ଞାପନ କରିବା ମାମଲାରେ ଏହି ନୋଟିସ୍‌ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଓକିଲ ଏହି ଆବେଦନକୁ ଖାରଜ…

ଆୟକର ବିଭାଗ ଆଣିଲା ନୂଆ ସୁବିଧା, ମିନିଟ୍‌ ଭିତରେ ପତ୍ତା ଲଗାଇ ପାରିବେ ନୋଟିସ୍‌ ‘ଅସଲି ନା ନକଲି’!

ଇନକମ୍‌ ଟ୍ୟାକ୍ସ ନୋଟିସ୍‌କୁ ଯାଞ୍ଚ କରିବା ପାଇଁ ଆୟକର ବିଭାଗ ଆଣିଛି ନୂଆ ବ୍ୟବସ୍ଥା। ବିଭାଗ ନିଜ ଅଫିସିଆଲ ୱେବସାଇଟରେ ଏହି ବ୍ୟବସ୍ଥା ବିଷୟରେ ସୂଚନା ଦେଇଛି, ଯଦ୍ଦ୍ଵାରା ଆପଣ ଟ୍ୟାକ୍ସ ଦ୍ୱାରା ଜାରି କରାଯାଇଥିବା ନୋଟିସ୍‌ ‘ଅସଲି ନା ନକଲି, ତାହା ଯାଞ୍ଚ କରିପାରିବେ। କହି ରଖୁଛୁ ଯେ…

ନୋଟିସକୁ ନେଇ ବିଜେଡି-ବିଜେପି ମହାଯୁଦ୍ଧ

ବିଜେଡି ବନାମ ବିଜେପି । ମୋଦି ବନାମ ନବୀନ। ସିବିଆଇ ବନାମ ଓଡ଼ିଶା ପୋଲିସ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଲଢେଇ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇ ମାମଲାରେ ବିଜେଡିର ଦୁଇ ହେଭିୱେଟ୍‌ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ…

ଭିସୁଟର ଅଜବ ନୋଟିସ୍ , ଏବେ ସ୍ପଷ୍ଟୀକରଣ ରଖିଛନ୍ତି କର୍ତ୍ତୃପକ୍ଷ

ସମ୍ବଲପୁର (କେନ୍ୟୁଜ୍) : ଭିସୁଟ ରୋହିଣୀ ଛାତ୍ରୀନିବାସ ସଂପର୍କିତ ନୋଟିସ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କର୍ତ୍ତୃପକ୍ଷ । କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅତିରଞ୍ଜିତ କରି ଖବର ପ୍ରସାରଣ କରିଛନ୍ତି । ରୋହିଣୀ ଛାତ୍ରୀନିବାସ ସମ୍ମୁଖରେ ରାସ୍ତା କାମ ଜାରି ରହିଛି । ଏଥିପାଇଁ…