ନଅ ଦିନ ପର୍ଯ୍ୟନ୍ତ ଜୀବିତ ରହିପାରେ କରୋନା ଭାଇରସ୍, ଜାଣନ୍ତୁ ଏହାକୁ ମୂଳପୋଛ କରିବା ଉପାୟ
ଚୀନ୍ର ବୁହାନ ସହରରୁ ସାରା ଦୁନିଆକୁ ବ୍ୟାପୁଥିବା କରୋନା ଭାଇରସ୍କୁ ନେଇ ବିଭିନ୍ନ ସ୍ଥାନରେ ଗବେଷଣା ଜାରି ରହିଛି। ଏହି ମାମଲାରେ କେବଳ ଚୀନ୍ରେ ୧୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଲାଣି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୪୫,୦୦୦ ଟପିଥିବା ଜଣାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ…