Browsing Tag

november

ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ, ଜଲଦି ସାରନ୍ତୁ ବ୍ୟାଙ୍କ କାମ

ନଭେମ୍ବର ମାସ ଆରମ୍ଭ ହୋଇଯାଇଛି । ଆଉ ଯଦି ଆପଣଙ୍କର ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତେବେ ତୁରନ୍ତ ସାରିଦିଅନ୍ତୁ । ନଭେମ୍ବରରେ ଦୀପାବଳି, ଛଟ୍‌ ସମେତ ଅନେକ ପର୍ବ ରହିଥିବା ବେଳେ ବ୍ୟାଙ୍କ କିଛିଦିନ ବନ୍ଦ ରହିବ । ନଭେମ୍ବର ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ…

ପ୍ରଥମ ଥର ପାଇଁ ଆସନ୍ତା ୧ରୁ ବାଘ ଗଣିବେ ରାଜ୍ୟ ସରକାର

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ନଭେମ୍ବର ୧ ତାରିଖରୁ ରାଜ୍ୟରେ ବାଘ ଗଣନା କରାଯିବ । ପ୍ରଥମ ଥର ରାଜ୍ୟ ସରକାରଙ୍କ ଉଦ୍ୟମରେ ବାଘ ଗଣନା ଆରମ୍ଭ ଆରମ୍ଭ ହେବ । ଏହି ଗଣନା ସରିବା ପରେ ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଆସିବ । ରାଜ୍ୟରେ ୨୦ଟି ବାଘ ରହିଥିବା କେନ୍ଦ୍ର…

ନଭେମ୍ବର ମାସରେ ଏହି ୪ ରାଶିଙ୍କ ଉପରେ ପଡ଼ିପାରେ ମହାବିପତ୍ତି! ଜାଣନ୍ତୁ ଜ୍ୟୋତିଷୀୟ ଉପାୟ

ପ୍ରତ୍ୟେକ ବ୍ୟକ୍ତି ନିଜ ଆଗାମୀ ସମୟ ବିଷୟରେ ସଠିକ୍‌ କଥା ଜାଣିବାକୁ ଚାହିଁଥାଏ ଏବଂ ସେହି ଅନୁସାରେ ସେ ଭବିଷ୍ୟତର ଯୋଜନା ପ୍ରସ୍ତୁତ କରେ। ତେବେ ଆପଣଙ୍କ ଭବିଷ୍ୟତ ଯେ ସବୁବେଳେ ଭଲ ରହିବ, ତାହା କହିବା ମୁସ୍କିଲ। ବରଂ ଆପଣଙ୍କୁ କିଛି ସମସ୍ୟାର ସାମ୍ନାକୁ ବି କରିବାକୁ ପଡ଼ିପାରେ। ଏମିତିରେ…

ହ୍ଵାଟସଆପ୍ ୟୁଜରଙ୍କୁ ଲାଗିଲା ଝଟକା: ନଭେମ୍ଵର ୧ ରୁ ୪୩ଟି ସ୍ମାର୍ଟଫୋନ୍‌ରେ ଚାଲିବନି ହ୍ଵାଟସ୍‌ଆପ୍

ହ୍ଵାଟସଆପ୍ ୟୁଜରଙ୍କୁ ଲାଗିଲା ଝଟକା । ନଭେମ୍ଵର ୧ ଠାରୁ ଏହି ପୁରୁଣା ଆଣ୍ଡ୍ରଏଡ୍ ମୋବାଇଲ୍ ଗୁଡ଼ିକରେ ଚାଲିବନି ମେସେଜିଂ ଆଫ୍ ହ୍ଵାଟସଆପ୍। ପୁରୁଣା ଫୋନ୍ ଗୁଡ଼ିକରେ ହ୍ଵାଟସଆପ୍ ଖୁବ୍ ଶୀଘ୍ର ସପୋର୍ଟ ବନ୍ଦ କରିବାକୁ ଯାଉଛି। ଏହି କ୍ରମରେ ୪୩ଟି ପୁରୁଣା ସ୍ମାର୍ଟଫୋନ୍ ମଡେଲ ମୋବାଇଲ୍‌ରେ…

ନୂଆ ଗାଡି କିଣିବା ପାଇଁ ଚାହୁଁଛନ୍ତି କି? ଜାଣନ୍ତୁ ଶୁଭ ମୁହୂର୍ତ୍ତ

ନୂଆ ଜିନିଷ କିଣିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସବୁବେଳେ ଆଗ୍ରହ ପ୍ରକାଶ କରିଥାନ୍ତି। ଏସବୁ ମଧ୍ୟରେ କିଛି ଲୋକ ଶୁଭ ନୂଆ ଜିନିଷ କିଣିବାକୁ ନେଇ ଶୁଭ ମୁହୂର୍ତ୍ତ ଏବଂ ଶୁଭ ଦିନ ଖୋଜିଥାନ୍ତି। କିନ୍ତୁ କ’ଣ ଆପଣ ବି ଏପରି କରୁଛନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଚଳିତ ମାସରେ କ’ଣ ରହିଛି ଶୁଭ…

ଆପଣ ନଭେମ୍ବର ମାସରେ ଜନ୍ମ ହୋଇଛନ୍ତି କି? ତେବେ ଜାଣନ୍ତୁ କିଭଳି ହୋଇଥାଏ ଆପଣଙ୍କ ସ୍ୱଭାବ

ଯଦି ଆପଣ ବର୍ଷର ନଭେମ୍ବର ମାସରେ ଜନ୍ମ ହୋଇଛନ୍ତି, ତେବେ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ ଆପଣ ସମସ୍ତଙ୍କ ମଙ୍ଗଳ ପାଇଁ ଏହି ଦୁନିଆରେ ଜନ୍ମ ହୋଇଛନ୍ତି | ଆପଣ ଅତ୍ୟନ୍ତ ଦୟାଳୁ ପରୋପକାରୀ ସ୍ୱଭାବର । ଏହାସହିତ ଆପଣ ମଧ୍ୟ ଜଣେ ଆଶ୍ଚର୍ଯ୍ୟଜନକ ସାଥୀ ଭାବେ ପରିଚିତ ହୋଇଥାନ୍ତି ।…

କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ

କରଞ୍ଜିଆ(କେନ୍ୟୁଜ୍):  ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ । ପର୍ଯ୍ୟଟକଙ୍କ ବୁଲିବା ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଲଗାଣ ବର୍ଷାରେ କିଛି ସ୍ଥାନରେ ରାସ୍ତା ଧୋଇ ଯାଇଥିଲେ ମଧ୍ୟ ୧ ତାରିଖ ସୁଦ୍ଧା ମରାମତି କରିବା ପାଇଁ…

ନଭେମ୍ବର ୩ୟ ସପ୍ତାହରୁ ଆରମ୍ଭ ହୋଇପାରେ ସଂସଦର ଶୀତ ଅଧିବେସନ

ସଂସଦର ଶୀତ ଅଧିବେଶନ ନଭେମ୍ବର ମାସର ୩ୟ ସପ୍ତାହ ବା ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନା ଅନୁଯାୟୀ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଶୀତ ଅଧିବେଶନର ତାରିଖ ନେଇ ଚର୍ଚ୍ଚା ହୋଇଛି । ଅବଶ୍ୟ ତାରିଖ ନେଇ ଏପର୍ଯ୍ୟନ୍ତ କୌଣସି ଔପଚାରିକ…