Browsing Tag

nrc

CAA ଲାଗୁପରେ ଭଗବାନ ବାଲାଜୀଙ୍କଠୁ ନେଇ ଅନ୍ୟ ଦେବଦେବୀଙ୍କ ନାଗରିକତା ଦାବିକଲେ ପୂଜାରୀ

ସାରାଦେଶରେ ଏବେ ନାଗରିକତା ସଂଶୋଧନ ଆଇନ(CAA) ଏବଂ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC)କୁ ନେଇ ବିରୋଧ ଲାଗି ରହିଛି। ଏହାମଧ୍ୟରେ ହାଇଦ୍ରାବାଦ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ହିନ୍ଦୁ ଦେବଦେବୀଙ୍କ ନାଗରିକତା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ସିଏସ ରଙ୍ଗରାଜନ…

୪୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଦେଶର ପ୍ରଥମ ଡିଟେନ୍‌ସନ୍‌ ସେଣ୍ଟର, ଥରକେ ରହି ପାରିବେ ୩ହଜାର ଶରଣାର୍ଥୀ

ଆସାମ: ଦେଶ ସାରା ନାଗରିକତା ସଂଶୋଧନ ଆଇନ୍ ଏବଂ ଏନଆରସିକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଲୋକ ଏହାର ସପକ୍ଷରେ ଥିବା ବେଳେ ବହୁତ ଲୋକ ଏହାକୁ ବିରୋଧ କରୁଛନ୍ତି । ଦେଶର ବିଭିନ୍ନ ଭାଗରେ ଏହାକୁ ନେଇ ଖୁବ୍ ବିରୋଧ ପ୍ରଦର୍ଶନ କରାଯାଉଛି । ଏ ସବୁ ଭିତରେ ଆସାମରେ ଦେଶର ସବୁଠାରୁ ବଡ…

ବିହାରରେ ଲାଗୁ ହେବ ନାହିଁ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସି, ସ୍ପଷ୍ଟ କଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ…

କେନ୍ୟୁଜ୍(ବ୍ୟୁରୋ): ଶାସକ ଏନଡିଏ ମେଣ୍ଟକୁ ଧକ୍କା । ବିହାରରେ ଲାଗୁ ହେବ ନାହିଁ ଜାତୀୟ ନାଗରିକ ପଞ୍ଜିକୃତ ଆଇନ ବା ଏନଆରସି । ଏହା ସ୍ପଷ୍ଟ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ବିହାରରେ ଏନଆରସି ଲାଗୁ ହେବ କି ବୋଲି ସାମ୍ବାଦିକ କରିଥିବା ପ୍ରଶ୍ୱର ସିଧା ଜବାବ ରଖିଥିଲେ…

ଓଡ଼ିଶା ଲାଗୁ ହେବ ନାହିଁ ଏନଆରସି, ମୁସଲିମ ଭାଇଉଭଣୀ ଭୟଭୀତ ନହେବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟରେ ଲାଗୁ ହେବ ନାହିଁ ଏନଆରସି। ଓଡ଼ିଶାରେ ବାସ କରୁଥିବା ମୁସଲିମ ଭାଇଭଉଣୀ ମାନେ ଆଦୌ ଭୟଭୀତ ହେବା ଆବଶ୍ୟକ ନାହିଁ। ସେମାନଙ୍କର କୌଣସି କ୍ଷତି ହେବ ନାହିଁ। ରାଜ୍ୟସରକାରଙ୍କ ଉପରେ ଭରସା ରଖିବାକୁ ମୁସଲିମ ଭାଇଭଉଣୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି…

ଅନାହୂତ ପ୍ରବେଶ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସ୍ମୃତି

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର(ଏନ୍‌ଆରସି)କୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଶ୍ରୀମତୀ ଇରାନୀ କହିଛନ୍ତି ଯେ ଆମ ସରକାର ଦେଶର ସମସ୍ତ ନାଗରିକଙ୍କ ଅଧିକାର ରକ୍ଷା କରିବାକୁ ପ୍ରତିଶୃତିବଦ୍ଧ। ଅନାହୂତ ପ୍ରବେଶ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ…

ପ୍ରକାଶ ପାଇଲା ଆସାମର ଚୂଡାନ୍ତ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜନ–ଏନଆରସି ତାଲିକା

ଆସାମ(କେନ୍ୟୁଜ୍): ପ୍ରକାଶ ପାଇଲା ଆସାମର ଚୂଡ଼ାନ୍ତ ଜାତୀୟ ନାଗରିକ ପଞ୍ଜିକା। ଗୃହ ମନ୍ତ୍ରାଳୟ ପ୍ରକାଶ କରିଥିବା ଚୂଡ଼ାନ୍ତ ତାଲିକାରୁ ୧୯ଲକ୍ଷ ନାଗରିକ ବାଦ ପଡ଼ିଛନ୍ତି । ଚୂଡାନ୍ତ ତାଲିକାରେ ୩କୋଟି ୧୧ଲକ୍ଷ ୨୧ହଜାର ନାଗରିକ ସ୍ଥାନ ପାଇଥିବା ବେଳେ ୧୯ଲକ୍ଷ ୬ହଜାର ଜଣଙ୍କୁ ତାଲିକାରୁ ବାଦ…

ଏନଆରସିକୁ ନେଇ ଆଟାକିଂ ମୋଡରେ ତୃଣମୂଳ କଂଗ୍ରେସ

ଆସାମ: ଏନ୍ଆରସିକୁ ନେଇ ବିବାଦ ବଢୁଛି । ଏନ୍ଆରସିରୁ ବାଦ୍ ଥିବା ଲୋକଙ୍କୁ ଭେଟିବା ପାଇଁ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ଆସାମର ସିଲଚର ଯାଇଥିଲା । କିନ୍ତୁ ବିମାନବନ୍ଦରରେ ହିଁ ସେମାନଙ୍କୁ ଅଟକା ଯାଇଥିଲା । ବାହାରକୁ ଯିବାକୁ ଦିଆଗଲା ନାହିଁ । ଏହାକୁ ନେଇ ତୃଣମୂଳ କଂଗ୍ରେସ କର୍ମୀ ଓ…