NSA Ajit Doval : ଯୁବପିଢିଙ୍କୁ ଅଜିତ ଡୋଭାଲଙ୍କ ବାର୍ତ୍ତା, ମିଳିଲା ଲୋକମାନ୍ୟ ତିଳକ ପୁରସ୍କାର
ପୁଣେ : ଯୁବପିଢ଼ିଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବଡ଼ ପରାମର୍ଶ । ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର–୨୦୨୬ରେ ସମ୍ମାନିତ ହେବା ପରେ NSA ଅଜିତ ଡୋଭାଲ ଯୁବପିଢ଼ିଙ୍କୁ ଲୋକମାନ୍ୟ ତିଳକଙ୍କ ଜୀବନ ଓ ଆଦର୍ଶରୁ ପ୍ରେରଣା ନେବାକୁ ଆହ୍ୱାନ କରିଛନ୍ତି । ଏହି ସମାରୋହରେ ଅଜିତ…