Browsing Tag

nuakhai

ବାଦ୍ୟ ଲୋକ କଳାକୁ ଉତ୍ଜୀବିତ କରିବା ଉଦ୍ଦେଶ୍ୟରେ ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବୌଦ୍ଧ: ଦେହରେ ମୟୁର ପୂଛ ଆଉ ପାଦରେ ଘୁଙ୍ଗୁର l ଚାଲିଛି ପାରମ୍ପରିକ ନାଚ ଗୀତ l ଆଉ ଢୋଲ ନିଶାନ ତାସା ମହୁରୀ ସୁରେ ସୂରେ ନାଚୁଛନ୍ତି କଳାକାର l ବିଲୁପ୍ତପ୍ରାୟ ସୋହଲ ସୁଆଙ୍ଗ ଦଣ୍ଡନାଚ ଶବର ଶବରେନ, ପତର ସୌରା, ବୀଣା କାର ନୃତ୍ୟ କରୁଛନ୍ତି କଳାକାର l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍…

ଆଜି କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କୁ ଲାଗି ହେବ ନବାନ୍ନ

ଭବାନୀପାଟଣା : ଆଜି ମା ମାଣିକେଶ୍ବରୀଙ୍କ ପାଖେ ଲାଗି ହେବ ନବାନ୍ନ ।  କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀଙ୍କୁ ଲାଗି ହେବ ନବାନ୍ନ ।  ସକାଳ ୮ଟା ୨୦ରୁ ୯ଟା ୪୦ ମଧ୍ୟରେ ଲାଗି ହେବ ନବାନ୍ନ ।  ନବାନ୍ନ ଲାଗି ପରେ ୧୨ଟା ଭିତରେ ନୂଆ ଖାଇବେ ଲୋକେ ।  ଏନେଇ ମାଣିକେଶ୍ୱରୀ ମନ୍ଦିର…

ସାମୁହିକ ନୂଆଁଖାଇ” ପର୍ବକୁ ଧୁମଧାମରେ ପାଳନ କଲେ ଝୁରିମାଲ ଗ୍ରାମବାସୀ

ଗାଁ ଦାଣ୍ଡରେ ରନ୍ଧା ହେଲା ୧୬୩ଟି ପରିବାରର ଖାଦ୍ୟ । ଭାତ, ଡାଲି, ଖିରୀ ପିଠାର ବାସ୍ନା ଚାରିଆଡେ ମହକୁ ଥିଲା । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଧାଡିରେ ବସି ନୂଆ ଚାଉଳ ସଙ୍ଗେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟର ମଜା ନେଇଥିଲେ ଆବାଳ ବୃଦ୍ଧ ବନିତା । ହୁଳହୁଳି, ହରିବୋଲ ସାଙ୍ଗକୁ…

ନୂଆଁଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର :  ନୂଆଁଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରରୀଙ୍କ ଦର୍ଶନ କରି ମନ୍ଦିରରେ ନୂଆ ଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ପତ୍ନୀ । ପ୍ରଥମେ ମା ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ…

ମା’ ସମଲେଇ ଓ ପାର୍ଶ୍ୱ ଦେବାଦେବୀଙ୍କୁ ଭୋଗ ଲାଗି ପରେ ନବାନ୍ନ ଖାଇଲେ ସହରବାସୀ

ସମ୍ବଲପୁର: ନୂଆଁଖାଇ ଗଣପର୍ବ କୃଷି ଓ କୃଷକର ଭାବନା ସହ ଜଡିତ ପର୍ଵ । ଚାଷୀ ତାର ପ୍ରଥମ ଅର୍ଣ୍ଣ କୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ଓ ଦେଶ ବାସୀ ଯେପରି ଭୋକରେ ନ ରୁହନ୍ତି ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ । ପରମ୍ପରା ଅନୁଯାୟୀ ଆଜି ସମ୍ବଲପୁର…

ଚାଷୀଙ୍କ ପାଇଁ ଖୁସି ଖବର: ନୂଆଁଖାଇରେ ମିଳିବ ପିଏମ କିଷାନ ଯୋଜନାର ପ୍ରଥମ ସହାୟତା ରାଶି

ଭୁବନେଶ୍ୱର : ନୂଆଁଖାଇରେ ମିଳିବ ପିଏମ କିଷାନ ଯୋଜନା ସହାୟତା ରାଶି ।  ଏହି ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ହଜାର ଟଙ୍କା ।  ନୂଆଖାଇ ଓ ଅକ୍ଷୟ ତୃତୀୟାରେ ମିଳିବ ସହାୟତା ରାଶି । ବିଧାନସଭାରେ କୃଷିବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ଏହା କହିଛନ୍ତି…

ଯୋରନ୍ଦା ମହିମା ଗାଦିରେ ସାଧୁସନ୍ଥ, ମହିମା ଧର୍ମାବଲମ୍ବୀମାନେ ପାଳିଲେ ନୂଆଁଖାଇ ପର୍ବ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ବିଶ୍ଵପ୍ରସିଦ୍ଧ ମହିମା ଗାଦୀ ଯୋରୋନ୍ଦାଠାରେ ଗୁରୁବାର ଦିନ ନବାହ୍ନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ବ୍ରାହ୍ମ ମୁହର୍ତ୍ତ ସାଢ଼େ ୪ ଟାରେ ପାରମ୍ପରିକ ଭାବେ ଅମ୍ମଣିଆ ମଣ୍ଡପ ଠାରେ ନୂତନ ଚୁଡ଼ା, ଗୁଡ଼, କଦଳୀ, ସେଓ, ନଡ଼ିଆ, ଅଙ୍ଗୁର, ପ୍ରଭୃତି…

ନୂଆଖାଇ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ,ସୋମବାର ଛୁଟି ରହିବ ସ୍କୁଲ

ନୂଆଁଖାଇ ଉପଲକ୍ଷେ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ସେପ୍ଟେମ୍ବର ୯ ତାରିଖ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପ୍ଟମ୍ବର ୮ ତାରିଖ ନୁଆଖାଇ ପଡୁଛି । ଏନେଇ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ରବିବାର ଦିନ ଛୁଟି ଦିନରେ ନୂଆଖାଇ ପଡୁଥିବା ହେତୁ ୯ ତାରିଖ ସୋମବାର…

ଅସହାୟ ଓ ଦିବ୍ୟାଙ୍ଗଙ୍କ ପାଇଁ ଆୟୋଜନ ହେଲା ଯୋଟଯାଟ କାର୍ଯ୍ୟକ୍ରମ, ଭେଟି ଦେବାର ଏହି ପରମ୍ପରା ଏବେ ବେଶ ଚର୍ଚ୍ଚାରେ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇ ଆସିଲେ ସବୁ ଲାଗେ ନୂଆଁ ନୂଆଁ । କୃଷି ଭିତ୍ତିକ ଏହି ପର୍ବରେ ଅନେକ ଅସହାୟ , ଦିବ୍ୟାଙ୍ଗ ଓ ଗରିବ ବ୍ୟକ୍ତି ବିଶେଷ ନୂଆଁ ଖାଇବାରୁ ବଞ୍ଚିତ ହେଉଥିବାରୁ ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ପାଓ୍ବାର ଅଫ୍ ଦିବ୍ୟାଙ୍ଗ ପକ୍ଷରୁ ପ୍ରତିବର୍ଷ ଭଲି ଚଳିତ…

ନୂଆଁଖାଇ ପାଇଁ ନିର୍ଘଣ୍ଟ ହେଲା ଶୁଭ ଲଗ୍ନ, ୮ ରେ ହେବ ପାଳନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ରେ ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି । ଆସନ୍ତା ୮ ତାରିଖ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସମୟ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ନିକଟ ରେ…

ମହିମା ଧର୍ମର ନିଆରା ନୂଆଖାଇ ପର୍ବ, ସବୁ ସାଧୁସନ୍ଥ ଏକାଠି ବସି ପାଳିଲେ ନୂଆଖାଇ

ଭୁବନେଶ୍ୱର: ଅନ୍ଧାରୁଆ ଦାରୁଠେଙ୍ଗ ଗାଁ ର ପାଦ ପଦ୍ମ ମୁଣ୍ଡିଆରେ ସାଧୁସନ୍ଥଙ୍କର ମେଳା ଲାଗିଥିଲା । କୀର୍ତ୍ତନ ନାମ ଧ୍ୟାନ ରେ ସମ୍ପୂର୍ଣ ଅଂଚଳ ପ୍ରକମ୍ପିତ ହେଉଥାଏ l ସେଠାରେ ଉପସ୍ଥିତ ଥିବା ସାଧୁ ସନ୍ଥମାନେ କିଏ ଗେରୁଆ ତ ପୁଣି କାହା ଦେହରେ କୌପିନି ବସ୍ତ୍ର l କିଏ ପୁଣି ବକଳ ପରିଧାନ…

ନୂଆଁଖାଇ ପାଇଁ ଲଗ୍ନ ହେଲା ଧାର୍ଯ୍ୟ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ହେବ ପାଳନ

ବଲାଙ୍ଗୀର : ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇଁ ଲଗ୍ନ । ବଲାଙ୍ଗିରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି l ବଲାଙ୍ଗିର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଧାର୍ଯ୍ୟ ହେଲା ସମୟ । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତାରିଖ ୮-୯-୨୦୨୪…