ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା ସମଲେଶ୍ବରୀଙ୍କ ପାଖରେ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଶୁଭ ଲଗ୍ନରେ ନବାନ୍ନ…
ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଘରେ ଘରେ ଧୁମଧାମରେ ପାଳନ ହେବ। ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର । ଏକାଠି ହୋଇଛନ୍ତି ପୂରା ପରିବାର । ପ୍ରଥମେ ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କୁ ନବାନ୍ନ ଅର୍ପଣ କରିବା ପରେ ଏକତ୍ର ବସି ସପରିବାର ଖାଇବାର ପରମ୍ପରା…