ନୂଆପଡ଼ା ନିର୍ବାଚନ ଫଳାଫଳ ନେଇ ତେଜିଲା ବାକଯୁଦ୍ଧ, ବୁଥ ରିଗିଂ ନେଇ ଅଭିଯୋଗ ଆଣିଲେ ବିଜେଡି ପ୍ରାର୍ଥୀ
ଭୁବନେଶ୍ୱର : ନୂଆପଡ଼ା ନିର୍ବାଚନ ଫଳାଫଳ ନେଇ ତେଜିଲା ବାକଯୁଦ୍ଧ। ବହୁ ବୁଥରେ ବ୍ୟାପକ ରିଗିଂ ହୋଇଥିବା ନେଇ ବର୍ଷିଛି ବିଜେଡି । ପ୍ରେସମିଟରେ ଏନେଇ ଅଭିଯୋଗ ଆଣିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ନୂଆପଡ଼ାବାସୀଙ୍କ ଭଲପାଇବା ଭୋଟରେ ପରିଣତ ହୋଇନାହିଁ । ଏହା ଅସ୍ବାଭାବିକ…