Browsing Tag

nuapada news

ମୋବାଇଲ ଟାଓ୍ଵାର ଉପରେ ଯୁବକଙ୍କ ହାଇ ଡ୍ରାମା, ଗୋଟିଏ ଜିଦ୍‌ ଆତ୍ମହତ୍ୟା କରିବି

ନୂଆପଡା (କେନ୍ୟୁଜ): ମୋବାଇଲ ଟାଓ୍ଵାର ଉପରେ ଯୁବକଙ୍କ ହାଇ ଡ୍ରାମା। ଯେତେ କହିଲେ ବି ଶୁଣୁ ନାହାଁନ୍ତି କି ବୁଝୁ ନାହାଁନ୍ତି। ଗୋଟିଏ ଜିଦ୍‌ ଆତ୍ମହତ୍ୟା କରିବି। ଟାଓ୍ଵାର ଉପରୁ ଡେଇଁ ମରିବି। କାହା କଥା ଶୁଣିବିନି, ଆଜି ମରିବି ତ ମରିବି। ଏମିତି କହି ଏକଦମ୍‌ ଟାଓ୍ଵାରର ଶୀର୍ଷରେ ଚଢ଼ି…

ନୂଆପଡ଼ା ତରବୋଡ଼ରେ ବୁଲୁଛନ୍ତି ୨ କଲରାପତରିଆ ବାଘ ଛୁଆ, ଲୋକେ ଆତଙ୍କିତ

ନୂଆପଡ଼ା(କେନ୍ଯୁଜ୍): ନୂଆପଡ଼ା ଜିଲ୍ଲା ତରବୋଡ଼ ତୃଣବିହନ ଉତ୍ପାଦନ କେନ୍ଦ୍ର ପରିସରରେ ବାଘ ଆତଙ୍କ । ତରବୋଡ ଅଞ୍ଚଳର ବିଭିନ୍ନ ଜଙ୍ଗଲର ତଳି ଅଞ୍ଚଳରେ ୨ କଲରାପତରିଆ ବାଘ ଛୁଆ ବୁଲୁଥିବା ଦେଖାଯାଇଛି । ବାଘକୁ ନେଇ ତରବୋଡ ଅଂଚଳର ଲୋକମାନେ ଏବେ ଆତଙ୍କିତ ହୋଇପଡିଛନ୍ତି । ଏପରିକି ତୃଣବିହନ…

ରଖିବ ହରି ତ ମାରିବ କିଏ? କ୍ରେନ୍‌ ଚକା ତଳେ ଚାପି ହୋଇ ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍‌ ଆରୋହୀ

ନୂଆପଡା(କେନ୍ଯଜ୍): କଥାରେ ଅଛି ରଖିବ ହରି ତ ମାରିବ କିଏ? ଜୀବନର ବା ଭରଷା କେତେ, ଏବେ ଅଛି କିଛି ସମୟ ଭିତରେ କଣ ହୋଇଯିବ କହିବା ମୁସ୍କିଲ୍। ହେଲେ ଭଗବାନ ଯାହାକୁ ରଖିବେ ସେ ମରଣ ମୁହଁରୁ ବି ଫେରିକି ଆସିବ । ଏମିତି ଅନେକ ଉଦାହରଣ ରହିଛି । ତେବେ ଆଜି ଏମିତି ଏକ ଘଟଣା ଘଟିଛି ଯାହାକୁ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଜିଲ୍ଲା ଗସ୍ତ, ବହୁ ଉନ୍ନୟନମୂଳକ କାର୍ଯ୍ୟର କରିବେ ଶୁଭ…

ନୂଆପଡା : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ଜିଲ୍ଲା ଗସ୍ତ। ଏଥିରେ ବହୁ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ନେଇ ଜିଲ୍ଲା ବିଜେଡି ନେତା ଓ କର୍ମୀଙ୍କ ସମେତ ଏସଏଚଜି ମହିଳାମାନେ ବେଶ ଉତ୍ସାହିତ। ଗସ୍ତ ପୂର୍ବରୁ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଜ୍ଜା, ଦଣ୍ଡ ଶୁଣାଇଲେ ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ

ନୂଆପଡ଼ା : ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଜ୍ଜା। ୨୦୧୮ର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଦୋଷୀକୁ ୨୦ବର୍ଷର ସଜ୍ଜା ଶୁଣାଇଛନ୍ତି। ଏହାସହ ୧୫ହଜାର ଟଙ୍କାର ଜରିମାନା ବି କରିଛନ୍ତି। ୨୦୧୮ ଡିସେମ୍ବରରେ ସଂପୃକ୍ତ ଅଭିଯୁକ୍ତ…

ନୂଆପଡା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡରକୁ ନେଇ ଗୁଳିକାଣ୍ଡ, ଜଣେ ଠିକାଦାର ଆହତ

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡରକୁ ନେଇ ଗୁଳିକାଣ୍ଡରେ ପବନ ଅଗ୍ରଓ୍ଵାଲ ନାମକ ଜଣେ ଠିକାଦାର ଆହତ  । ଟେଣ୍ଡର ପ୍ରକ୍ରିୟା ଚାଲିଥିବା ବେଳେ ଏକ ଇନୋଭା ଗାଡିରେ ୩ଜଣ ଯୁବକ ଆସି ଉନ୍ମତ୍ତକାଣ୍ଡ ଘଟାଇଥିଲେ । ଖଡିଆଳ ପୋଲିସ ପହଞ୍ଚି…

ମୈାଳିକ ସୁବିଧା ପାଇବାରୁ ବଞ୍ଚିତ ନୂଆପଡା ଜିଲ୍ଲାର ଏହି ଅଭିଶପ୍ତ ଗାଁ, ସହାୟତାର ହାତ ବଢାଇଲା ଗରିବ ସେନା

ନୂଆପଡା: ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର କନ୍ଦାଧୁଆ ଗାଁରେ ସରକାରୀ ଯୋଜନା ଅପହଞ୍ଚ । କନ୍ଦାଧୁଆ ଗ୍ରାମବାସୀ ବର୍ଷ ବର୍ଷ ଧରି ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ,ପାନୀୟ ଜଳ ଓ ବିଜୁଳି ଭଳି ମୈାଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ଏକ ଅଭିଶପ୍ତ  ଜୀବନଯାପନ କରିଆସୁଛନ୍ତି । ଏହି ଖବର…

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର ଖଣ୍ଡେ, ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି ଦିବ୍ୟାଙ୍ଗ ଶୁକ୍ରୁ ସୁନ୍ଦରଙ୍କ ପରିବାର

ନୂଆପଡା: ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏସବୁ ଯୋଜନା ଭିତରେ ମୁଣ୍ଡ ଗୁଂଜିବାକୁ ପକ୍କା ଘର ଯୋଗେଇ ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ…

ଯନ୍ତ୍ରଣାରେ ଛଟପଟ ହେଉଛି ୬ ବର୍ଷର ଶିଶୁ ପୁତ୍ର, ସାହାଯ୍ଯ ଅପେକ୍ଷାରେ ପରିବାର

ନୂଆପଡା: ସରକାର ଅସହାୟଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ସବୁ ଯୋଜନା କଣ ସମସ୍ତଙ୍କ ପାଖରେ ପହଁଚି ପାରୁଛି? ଏହାର ଉତ୍ତର କେବଳ ସେହି ଦିନ ମଜୁରିଆ ଖଟିକିଆ ମାନେ ହିଁ ଦେଇପାରିବେ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବକ୍ଲରୁ ।…

ନୂଆପଡା: ସୁନାବେଡା ଅଭୟାରଣ୍ୟ କଟିଂପାଣି ଗାଁରେ ଆହତ ଅବସ୍ଥାରେ ନୀଳ ଗାଈ ଉଦ୍ଧାର

ନୂଆପଡା : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ କଟିଂପାଣି ଗାଁଠାରେ ଆଜି ବନ୍ୟପ୍ରାଣୀ ବିଭାଗ ତରଫରୁ ଆହତ ଅବସ୍ଥାରେ ଏକ ନୀଳ ଗାଈ ଉଦ୍ଧାର କରାଯାଇଛି । ଉକ୍ତ ନୀଳ ଗାଈର ଡାହାଣ ଗୋଡରେ ମାଡ ହୋଇଛି । ଏନେଇ ଜାଣିବା ପରେ ସୁନାବେଡା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସା…

ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ପ୍ରବାସୀ ଶ୍ରମିକ

ନୂଆପଡ଼ା: ନୂଆପଡ଼ା ଖଡିଆଳରେ ପହଞ୍ଚିଲେ ୫୬୫ଜଣ ଶ୍ରମିକ । ଟ୍ରେନ୍‌ ଯୋଗେ ଟିଟିଲାଗଡ଼ ଷ୍ଟେସନରେ ପହଞ୍ଚିବା ପରେ ନୂଆପଡ଼ା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବସ୍‌ରେ ସେମାନଙ୍କୁ ଅଣାଯାଇଛି । ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆଠାରେ ସମସ୍ତ ଶ୍ରମିକମାନଙ୍କ ନାଁ ପଞ୍ଜିକରଣ କରିବା ସହ ସ୍ୱାସ୍ଥ୍ୟ…