ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆପଡ଼ା ଆରଟିଓ କାର୍ଯ୍ୟାଳୟରେ ଦଲାଲ ମାନଙ୍କ ରାଜ୍, ମୋଟା ଅଙ୍କର ଟଙ୍କା ନଦେଲେ କାଗଜପତ୍ର…
ନୂଆପଡ଼ା: ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆପଡ଼ା ଆରଟିଓ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଜମୁଛି । ଏହାର ସୁଯୋଗ ନେଉଛନ୍ତି ଦଲାଲ । ଦଲାଲ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ନଦେଲେ କାଗଜପତ୍ର ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଏହା ସହ କିଛି ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉନଥିବା ଅଭିଯୋଗ…