ନୂଆପଡ଼ା: ଘର ଭିତରକୁ ପସିଗଲା ସ୍କର୍ପିଓ ଗାଡ଼ି, ଚାଲିଗଲା ଜଣଙ୍କ ଜୀବନ
ନୂଆପଡା(କେନ୍ୟୁଜ୍): ଘର ଭିତରକୁ ମାଡ଼ିଗଲା ଗାଡ଼ି । ଏଥିରେ ଜଣଙ୍କ ପ୍ରାଣ ଯାଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଗଡ୍ରାମୁଣ୍ଡା ଗାଁରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ଘର ଭିତରକୁ ସ୍କର୍ପିଓ ପଶିଯାଇଥିଲା। ପରିବାରର ତିନିଜଣଙ୍କ ଉପରେ ଗାଡ଼ି…