ନୂଆପଡାରେ ପୁଣି ମାତିଲା କଲରାପତରିଆ: ଆକ୍ରମଣରେ ଗାଈ ଓ ବାଛୁରୀ ମୃତ, ଲୋକେ ଭୟଭୀତ
ନୂଆପଡା (କେନ୍ୟୁଜ): ନୂଆପଡାରେ ପୁଣି ମାତିଲା କଲରାପତରିଆ। ତରିଆ ମହୁଆଭଟା ଗାଁରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ବାଘର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ପୁଣି ବାଘ ତରିଆ ମହୁଆଭଟା ଗାଁରେ ପଶି ଭାଗିରଥି ରାଉତଙ୍କ ଗୁହାଳରେଥିବା ଏକ ବାଛୁରୀ ଓ ତିହାରୁ…