ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍କୁ ନେଇ ସାମ୍ନାକୁ ଆସିଲା ଅମୀର ଖାନ୍ଙ୍କ ରିଆକ୍ସନ୍, ଫ୍ୟାନ୍ ବି ତାଜୁବ
ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍ର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସୁ ଆସୁ ଚର୍ଚ୍ଚାରେ ରହିଛି। ଏହି ଫଟୋ କେବଳ ଭାରତ ନୁହେଁ, ବିଦେଶରେ ବି ଆଲୋଚନାର ପରିସରରେ ରହିଛି। କିଛି ଲୋକ ଏହି ଫଟୋସୁଟ୍କୁ ଠିକ୍ ବୋଲି କହିଥିବା ବେଳେ ଆଉ କିଛି ଏହା ମାନସିକ ବିକୃତି ବୋଲି କହିଛନ୍ତି।…