Browsing Tag

number grow

ଦୁର୍ଘଟଣା କି ପ୍ରାକୃତିକ ଦୁର୍ବିପାକ ନୁହେଁ, ରାଜ୍ୟରେ ସାପ କାମୁଡାରେ ମରୁଛନ୍ତି ସର୍ବାଧିକ ଲୋକ

ଭୁବନେଶ୍ବର: ସାପକମୁଡାରେ ମୃତ୍ୟୁ ସଂଖ୍ୟା ୨୦୧୬ ରୁ ୨୦୧୯ ମଧ୍ୟରେ ବୃଦ୍ଧି ପାଇଛି ବୋଲି ବିଧାନସଭାରେ ତଥ୍ୟ ଉପସ୍ଥାପନା କରଛନ୍ତି ରାଜ୍ୟ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଗୃହରେ ବିଧାୟକ ଅଙ୍ଗଦ କହଁରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଶ୍ରୀଯୁକ୍ତ…