କେବଳ ମାତ୍ର କିଛି କାରଣ ପାଇଁ ଟ୍ରାଫିକ ପୋଲିସ ଏହି ଗାଡ଼ିର କାଟିଥାଏ ଭାରି ଚାଲାଣ, ଆପଣ ଏହି ଭୁଲ କରି ନାହାନ୍ତି ତ?
ଟ୍ରାଫିକ ରୁଲ ବ୍ୟବସ୍ଥା ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ତିଆରି ହୋଇଛି। ରାସ୍ତାରେ ଯିବା ସମୟରେ ଯେପରି ସବୁ ନିୟମକୁ ପାଳନ କରାଯିବ ସେଥିପ୍ରତି କଡ଼ା ଦୃଷ୍ଟି ମଧ୍ୟ ଦିଆଯାଏ। ଟ୍ରାଫିକ ଚାଲାଣ ଗାଡ଼ି ଚାଳକଙ୍କ ଭୁଲ ପାଇଁ ହିଁ କଟିଥାଏ। କିନ୍ତୁ କିଛି ସମୟରେ ମାର୍କ କରିଥିବେ ଗାଡ଼ି କୁ ରୁଲ…